Below header

କଟକ: ଗାଧୋଉ ଥିବାବେଳେ କେନାଲରେ ଭାସିଗଲେ ୨ଯୁବକ, ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ

କଟକ: କଟକ ଜଗତପୁର ସାତବାଟିଆ ମଧ୍ୟକଚ୍ଛରେ କେନ୍ଦ୍ରାପଡା କେନାଲରେ ଦୁଇ ଜଣ ଯୁବକ ଗାଧୋଉ ଥିବାବେଳେ ଭାସି ଯାଇଛନ୍ତି । ସ୍ଥାନୀୟ ବାସିନ୍ଦାମାନେ ସେମାନଙ୍କ ମଧ୍ୟରୁ ଜଣକୁ ଉଦ୍ଧାର କରିଥିବା ବେଳେ ଅନ୍ୟ ଜଣେ ନିଖୋଜ ହୋଇଯାଇଛନ୍ତି । ଘଟଣାସ୍ଥଳରେ ଓଡ୍ରାଫ ଟିମ୍‌ ପହଞ୍ଚି ଖୋଜାଖୋଜି କରିଥିଲେ ମଧ୍ୟ କୌଣସ ସୁଫଳ ମିଳି ନାହିଁ। ନିଖୋଜ ଯୁବକ ଚୌଦ୍ୱାର ଇଏସଆଇ ହସ୍ପିଟାଲ କଲୋନୀର ରାହୁଲ ବୋଲି ଜଣାପଡ଼ିଛି । ଉଦ୍ଧାର ହୋଇଥିବା ଯୁବକ ଜଣକ କଟକ ବିଶିନାବର ସଞ୍ଜୟ ଜେନା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.