ପୁରୀ ରଥଖଳାରେ ସେବାୟତ ହାତାହାତି, ରଥ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ

ପୁରୀ (କେନ୍ୟୁଜ) : ରଥଖଳାରେ ସେବାୟତ ହାତାହାତି । ପୁରୀ ଶ୍ରୀନହର ସ୍ଥିତ ରଥଖଳାରେ ଦୁଇ ବିଶ୍ୱକର୍ମା ସେବାୟତ ହାତାହାତି ହୋଇଛନ୍ତି। କେଉଁ କାରଣରୁ ହାତିହାତି ହୋଇଥିଲେ ତାହା ସ୍ପଷ୍ଟ ହୋଇନାହିଁ। ଦୁଇ ସେବାୟତ ହେଉଛନ୍ତି ନନ୍ଦିଘୋଷ ରଥର ମୁଖ୍ୟ ବିଶ୍ୱକର୍ମା ବିଜୟ ମହାପାତ୍ର ଓ ସହଯୋଗୀ ମହାରଣା ରମେଶ ମହାପାତ୍ର। ପ୍ରାୟ ଅଧଘଣ୍ଟା ଧରି ଏଭଳି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଥିଲା। ଫଳରେ ରଥନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.