ବାଲେଶ୍ୱର: ଟିକେଟ୍‌ କଳାବଜାରୀ ମାମଲା, ରେଲେଓ୍ଵ ଏସ୍‌ଟିଏଫ୍‌ ଦ୍ୱାରା ୨ ଗିରଫ

ବାଲେଶ୍ୱର: ବାଲେଶ୍ୱରରେ ଟିକେଟ୍‌ କଳାବଜାରୀ ମାମଲାରେ ରେଲେଓ୍ଵ ଏସ୍‌ଟିଏଫ୍‌ ଦ୍ୱାରା ୨ ଗିରଫ । ୫ଟି ତତ୍‌କାଳ ଟିକେଟ୍‌କୁ ଓଡ଼ିଶାରୁ ବାହାର ରାଜ୍ୟକୁ ଚାଲାଣ କରୁଥିବା ବେଳେ ସୋର ରେଳ ଷ୍ଟେସନ୍‌ରୁ ହାଇଦ୍ରାବାଦ ହାଓ୍ଵଡା ଟ୍ରେନ୍‌ରୁ ଗିରଫ କରାଯାଇଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.