ଝାରସୁଗୁଡ଼ା: ଛଟ୍‌ପୂଜା ପାଇଁ ଇବନଦୀକୁ ସଫା କରୁଥିବା ବେଳେ ଅଘଟଣ, ନଦୀସ୍ରୋତରେ ଭାସିଗଲେ ୨ଜଣ ଯୁବକ

ଝାରସୁଗୁଡ଼ା(କେନ୍ୟୁଜ୍): ନଦୀସ୍ରୋତରେ ଭାସିଗଲେ ୨ଜଣ ଯୁବକ। ଛଟପୂଜା ପାଇଁ ଝାରସୁଗୁଡ଼ାର ଇବନଦୀରେ ସଫା କରୁଥିବା ବେଳେ ଏହି ଅଘଟଣ ଘଟିଛି । ବହୁ ଯୁବକଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଗୁରୁତର ଅବସ୍ଥାରେ ଓଡ୍ରାଫ୍‌ ଟିମ୍‌ ଉଦ୍ଧାର କରିଛନ୍ତି। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମୃତକ ଜଣକ ବୁରୋମାଲ ଅଞ୍ଚଳର ବୋଲି ଜଣାପଡିଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.