Below header

ୟୁଜିସି ଗାଇଡଲାଇନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ

ଭୁବନେଶ୍ବର: କିପରି ଓ କେବେ ଆରମ୍ଭ ହେବ ଚଳିତ ବର୍ଷର ଶିକ୍ଷାବର୍ଷ । ୟୁଜିସି ଗାଇଡଲାଇନ ନେଇ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ ବିଶ୍ୱବିଦ୍ୟାଳୟ କୁଳପତିଙ୍କ ବୈଠକ ହୋଇଛି । ଭିଡିଓ କନଫରେନ୍‌ସିଂରେ ଆଲୋଚନା କରାଯାଇଛି । ପରୀକ୍ଷା ପରିଚାଳନା ନେଇ ବୈଠକରେ ଆଲୋଚନା କରାଯାଇଛି । ଲୋକସେବା ଭବନରେ ବିଭାଗୀୟ ମନ୍ତ୍ରୀ, ସଚିବ ଓ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଉପାଧ୍ୟକ୍ଷ ପ୍ରମୁଖ ଉପସ୍ଥିତ ଥିଲେ । ଲକଡାଉନ ଯୋଗୁଁ ଜୁନ ୧୭ ଯାଏ ବନ୍ଦ ରହିଛି ଶିକ୍ଷାନୁଷ୍ଠାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.