ରାଜପଥରୁ ଅଚିହ୍ନା ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ଯା ନା ଆତ୍ମହତ୍ଯା ତଦନ୍ତ କରୁଛି ପୋଲିସ

ସୋର(କେନ୍ଯୁଜ୍): ରାଜପଥରୁ ବିଳମ୍ବିତ ରାତିରେ ଅଚିହ୍ନା ମହିଳାଙ୍କ ଶବ ଉଦ୍ଧାର। ଗତକାଲି ରାତି ୧ଟା ବେଳେ ୧୬ ନଂ ଜାତୀୟ ରାଜପଥ ତଳ ନଗର ନିକଟରୁ ଜଣେ ଅଚିହ୍ନା ମହିଳାଙ୍କ ଶବକୁ ଉଦ୍ଧାର କରି ଦମକଳ ବାହିନୀ ଆମ୍ବୁଲାନ୍ସ ସୋର ଡାକ୍ତରଖାନାରେ ରଖାଯାଇଛି। ସୂଚନା ମୁତବାକ ଗତକାଲି ବିଳମ୍ବିତ ରାତିରେ ଜଣେ ଅପରିଚିତ ମହିଳାଙ୍କ ଶବ ଉଦ୍ଧାର ପରେ ସାଧାରଣରେ ସନ୍ଦେହ ସୃଷ୍ଟି ନେଇ ପ୍ରଶ୍ନ ଉଠିଛି। ଏନେଇ ବର୍ତ୍ତମାନ ସୁଦ୍ଧା ମୃତ ମହିଳାଙ୍କର ପରିଚୟ ମିଳିପାରିନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.