ପ୍ରକାଶ ପାଇଲା UPSC ରେଜଲ୍ଟ : ଟପ୍ପର ହେଲେ ଆଦିତ୍ୟ ଶ୍ରୀବାସ୍ତବ, ଦ୍ବିତୀୟରେ ଓଡ଼ିଆ ପୁଅ ଅନିମେଶ ପ୍ରଧାନ
ପ୍ରକାଶ ପାଇଲା UPSC ରେଜଲ୍ଟ । ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଦ୍ବିତୀୟ ସ୍ଥାନରେ ଅଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ ।

ନୂଆଦିଲ୍ଲୀ : ପ୍ରକାଶ ପାଇଲା UPSC ରେଜଲ୍ଟ । ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଦ୍ବିତୀୟ ସ୍ଥାନରେ ଅଛନ୍ତି ଓଡ଼ିଆ ପୁଅ ଅନିମେଶ ପ୍ରଧାନ । ଏଥିସହିତ ଅନ୍ୟ ରାଙ୍କରେ ଅଛନ୍ତି ଏ ସବୁ ଓଡ଼ିଆ ।
୨୪ ନମ୍ବର ରାଙ୍କରେ ପ୍ରଜ୍ଞାନନ୍ଦ ଗିରି
୩୬ ନମ୍ବର ରାଙ୍କରେ ଆୟୁଷୀ ପ୍ରଧାନ
୫୨ ନମ୍ବର ରାଙ୍କରେ ଜୟଶ୍ରୀ ପ୍ରଧାନ ରହିଛନ୍ତି
୧୧୦ନମ୍ବର ରାଙ୍କରେ ଅମୃତାଂଶୁ ନାୟକ
୧୧୭ ନମ୍ବର ରାଙ୍କରେଚୈତନ୍ୟ ଗିରି
୧୪୯ ନମ୍ବର ରାଙ୍କରେ କୃତୀ ତ୍ରିପାଠୀ
୨୦୪ ନମ୍ବର ରାଙ୍କରେ ଶୁଭ୍ରା ପଣ୍ଡା
୨୫୯ ନମ୍ବର ରାଙ୍କରେ କୁମୁଦ ମିଶ୍ର
୨୬୯ ନମ୍ବର ରାଙ୍କରେ ତାନିଆ ମିଶ୍ର
୩୦୩ ନମ୍ବର ରାଙ୍କରେ ତନିଷା ମିଶ୍ର
୩୪୩ ନମ୍ବର ରାଙ୍କରେ ବିଶ୍ବଜିତ ପଣ୍ଡା
୪୦୯ ନମ୍ବର ରାଙ୍କରେ ସନ୍ତୋଷ କୁମାର ପାତ୍ର
୪୬୬ ନମ୍ବର ରାଙ୍କରେ ସୌରଭ ଦାସ
୪୭୮ ନମ୍ବର ରାଙ୍କରେ ମୟଙ୍କ ମିଶ୍ର
୫୮୧ ନମ୍ବର ରାଙ୍କରେ ନୟନ ରଂଜନ ଦାସ
୫୯୧ ନମ୍ବର ରାଙ୍କରେ ସାଇରାଜ ମିଶ୍ର
୬୫୭ ନମ୍ବର ରାଙ୍କରେ ଅଳକା ତ୍ରିପାଠୀ
୮୫୭ ନମ୍ବର ରାଙ୍କରେ ଭାରତୀ ସାହୁ
ୟୁପିଏସସି ପରୀକ୍ଷା ଗତବର୍ଷ ୨୮ ମଇରେ ଆୟୋଜିତ ହୋଇଥିଲା । ଯେଉଁମାନେ ପ୍ରିଲିମ୍ସ ରାଉଣ୍ଡରେ ପାସ୍ କରିଥିଲେ, ସେମାନେ ମେନ ପରୀକ୍ଷା ଦେଇଥିଲେ । ମେନ ପରୀକ୍ଷାର ଫଳାଫଳ ଡିସେମ୍ବର ୮ , ୨୦୨୩ରେ ଘୋଷଣା ହୋଇଥିଲା ।