ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ, ଓଏମ୍‌ସି କର୍ମଚାରୀ ଚିନ୍ମୟ ବେଉରାଙ୍କ ଘରେ ଭିଜିଲାନ୍ସ ରେଡ୍‌

ସୁକିନ୍ଦା(କେନ୍ୟୁଜ୍) : ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଓଏମ୍‌ସି କର୍ମଚାରୀ ଚିନ୍ମୟ ବେଉରାଙ୍କ ଘରେ ଭିଜିଲାନ୍ସ ରେଡ୍‌ । ସୁକିନ୍ଦା ସ୍ଥିତ ବାସ ଭବନ ସମେତ ଯାଜପୁର ରୋଡ କ୍ୱାର୍ଟରରେ ଚଢାଉ କରିଛି କଟକ ଓ ଯାଜପୁର ଭିଜିଲାନ୍ସ । ଆଜି ଭୋର ସମୟରୁ ଶ୍ୱଶୁର ଘର ସମେତ ୫ଟି ସ୍ଥାନରେ ରେଡ୍‌ କରୁଛି ଭିଜିଲାନ୍ସ । ବର୍ତ୍ତମାନ ଚିନ୍ମୟ ଟାଟା ମାଇନ୍ସ ଗେଟ୍‌ରେ ହେଡ୍‌ କ୍ଲର୍କ ଭାବେ କାମ କରୁଛନ୍ତି ।

You might also like