Below header

ଭିଜିଲାନ୍ସ ଜାଲରେ ଫୁଲବାଣୀ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ରାଧାମୋହନ ବେହେରା

ଫୁଲବାଣୀ(କେନ୍ୟୁଜ୍) : ଭିଜିଲାନ୍ସ ଜାଲରେ କୋଟିପତି ଅଫିସର। ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଫୁଲବାଣୀ ମ୍ୟୁନିସପାଲଟି କାର୍ଯ୍ୟନିର୍ବାହୀ ଅଧିକାରୀ ରାଧାମୋହନ ବେହେରାଙ୍କ ଘରେ ରେଡ୍‌ କରାଯାଉଛି। ଏକକାଳୀନ ୪ଟି ସ୍ଥାନରେ ଭିଜିଲାନ୍ସ ରେଡ କରାଯାଉଛି। ବ୍ରହ୍ମପୁର ଘର, ଫୁଲବାଣୀ ଅଫିସ ଓ ସରକାରୀ ବାସଭବନ ତୁରୁଗୁଡ଼ିସ୍ଥିତ ଶ୍ୱଶୁର ଘରେ ମଧ୍ୟ ଭିଜିଲାନ୍‌ସ ପକ୍ଷରୁ ଚଢାଉ ହୋଇଛି। ଚଢାଉ ସମୟରେ ବ୍ଲାନ୍‌କ ଚେକବୁକ୍‌ ଓ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ ହୋଇଥିବା ଭିଜିଲାନ୍‌ସ ଡିଏସ୍‌ପି ସୂଚନା ଦେଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.