ଭିଜିଲାନ୍ସ ଜାଲରେ ନୂଆପଡ଼ା ଖରିଆର ବିଡ଼ିଓ, ୫ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ

କଟକ/ନୂଆପଡା(କେନ୍ୟୁଜ୍): ଭିଜିଲାନ୍ସ ଜାଲରେ ନୂଆପଡ଼ା ଖରିଆର ବିଡ଼ିଓ। ଆୟ ବର୍ହିଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ବିଡ଼ିଓଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ନୂଆପଡା ଜିଲା ଖରିଆର ବିଡ଼ିଓ ନାରାୟଣ ସାହୁ। ନୂଆପଡା ଓ ବଲାଙ୍ଗୀର ଜିଲ୍ଲାର ୫ ଟି ସ୍ଥାନରେ ଏକକାଳୀନ ଚାଲିଛି ଚଢ଼ାଉ। ଖରିଆର ବିଡ଼ିଓ ନାରାୟଣ ସାହୁଙ୍କ ଆୟ ବର୍ହିଭୁତ ସମ୍ପତ୍ତି ଯାଞ୍ଚ।

ମିଳିଛି ନଗଦ ୩ ଲକ୍ଷ ୮୪ ହଜାର ଟଙ୍କା। ବଲାଙ୍ଗୀର ସହରରେ ଗୋଟିଏ ଦୁଇ ମହଲା ଘର। ବଲାଙ୍ଗୀର ସହର ନିକଟରେ ୨୧ ଟି ପ୍ଲଟ। ୪୦୦ ଗ୍ରାମର ସୁନା ଅଳଙ୍କାର।ଗୋଟିଏ ଚାରି ଚକିଆ ଓ ଦୁଇଟି ଦୁଇଚକିଆ ଯାନ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.