ଚୋରି କରିବାକୁ ଧରାପଡ଼ିଲା ଚୋର, ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ

ପୁରୀ(କେନ୍ୟୁଜ୍): ଧରାପଡ଼ିଲା ଚୋର । ନିର୍ଦ୍ଧୁମ ଛେଚିଲେ ଗାଁ ଲୋକେ। ପୁରୀ ଗୋପ ବ୍ଲକ ସାଇଁସାଇଁ ଗାଁରେ ରାକେଶ ବାରିକ ଚୋରି କରିବାକୁ ଜଣଙ୍କ ଘରେ ପଶିଥିଲେ । ପରେ ଯୁବକଙ୍କୁ କାବୁ କରିଥିଲେ ଗ୍ରାମବାସୀ । ଗଛରେ ବାନ୍ଧି ମାଡ଼ ମାରିବା ସହ ପୋଲିସକୁ ଖବର ଦେଇଥିଲେ । ଘଟଣା ସ୍ଥଳରେ ପୋଲିସ ପହଂଚିବା ପରେ ଯୁବକକୁ ଉଦ୍ଧାର କରି ଥାନାକୁ ଆଣିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.