Below header

ଲଗାଣ ବର୍ଷାରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର, ଖୋଲିଲା ୧୮ଟି ଗେଟ୍‌

ଲଗାଣ ବର୍ଷାରେ ବଢିବାରେ ଲାଗିଛି ହୀରାକୁଦ ଜଳଭଣ୍ଡାର ଜଳସ୍ତର। ଗତକାଲି ୧୨ଟି ଗେଟ୍‌ ଖୋଲାଯାଇଥିବାବେଳେ ଆଜି ଆଉ ୬ଟି ଗେଟ୍‌ ଖୋଲାଯାଇଛି। ଆଜି ମୋଟ ୧୮ଟି ଗେଟ୍‌ ଦେଇ ଜଳଭଣ୍ଡାରରୁ ନିଷ୍କାସିତ ହେଉଛି ବନ୍ୟାଜଳ। ବର୍ତ୍ତମାନ ଜଳସ୍ତର ରହିଛି ୬୨୫.୬୭ ଫୁଟ। ଜଳଭଣ୍ଡାରକୁ ୨ଲକ୍ଷ ୪୫ହଜାର ୮୨୨ କ୍ୟୁସେକ୍‌ ଜଳ ପ୍ରବେଶ କରୁଥିବାବେଳେ ନିଷ୍କାସିତ ହେଉଛି ୨ଲକ୍ଷ ୧୪ହଜାର ୫୯ କ୍ୟୁସେକ୍‌ ଜଳ। ବର୍ଷା ବଢିଲେ  ଆହୁରି ଅଧିକ ଗେଟ୍‌ ଖୋଲାଯିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.