Below header

ପୁଣି ବର୍ଷିବ ମେଘ, ରାଜ୍ୟର ୬ ଜିଲ୍ଲାରେ ବର୍ଷା ସମ୍ଭାବନା

କେନ୍ୟୁଜ୍(ବ୍ୟୁରୋ):ରାଜ୍ୟରେ ୬ ଜିଲ୍ଲାରେ ବର୍ଷା ସମ୍ଭାବନା । ଗଞ୍ଜାମ ଓ ପୁରୀ ଜିଲ୍ଲାରେ ଘଡ଼ଘଡ଼ି ସହିତ ବର୍ଷା ହୋଇପାରେ । ଏହି ସୂଚନା ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ସେହିପରି କୋରାପୁଟ, ଖୋର୍ଦ୍ଧା, ଗଜପତି ଏବଂ ରାୟଗଡ଼ାରେ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଛି । ଘଣ୍ଟା ପ୍ରତି ୩୦ରୁ ୪୦ କିମି ବେଗରେ ବହିପାରେ ପବନ । ଏନେଇ ସତର୍କ ରହିବାକୁ କହିଛି ପାଣିପାଗ କେନ୍ଦ୍ର

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.