Below header

ଆଜି କେମିତି ରହିବ ପାଣିପାଗ ଜାଣନ୍ତୁ ଏହି ରିପୋର୍ଟରୁ

ଭୁବନେଶ୍ୱର (କେନ୍ୟୁଜ୍‌): ଓଡିଶାରେ ଆସନ୍ତା ୨ ଦିନ ପଯ୍ୟର୍ନ୍ତ ବର୍ଷା ହେବାର ସମ୍ଭାବନା ନାହିଁ। ପାଗ ସୁଖିଲା ରହିବା ସହିତ ଖରା ଏବଂ ଗୁଳଗୁଳି ଅନୁଭୂତ ହେବ। ତେବେ ଏହି ଦୁଇ ଦିନ ପରେ ୩ ଦିନ ରାଜ୍ୟରେ ଭଲ କରି ବର୍ଷା ହେବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି।

ତେବେ ପାଣିପାଗ ବିଜ୍ଞାନର କହିବାନୁଯାୟୀ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଉତ୍ତର ଓଡିଶା ସହିତ ରାଜ୍ୟର କିଛି କିଛି ସ୍ଥାନରେ କାଁ ଭାଁ ବର୍ଷା ହୋଇପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.