ମାର୍ଶାଘାଇ : ସରକାରୀ ମଦ ଦୋକାନରେ ଭଙ୍ଗାରୁଜା

କେନ୍ଦ୍ରାପଡ଼ା (କେନ୍ୟୁଜ୍) : ଜିଲ୍ଲା ମାର୍ଶାଘାଇ ଥାନା ବଡ଼ପାଳ ସରକାରୀ ମଦ ଦୋକାନରେ ଭଙ୍ଗାରୁଜା । ବ୍ୟବସାୟିକ ଶତ୍ରୁତାକୁ କେନ୍ଦ୍ର କରି ୩୦ରୁ ୪୦ ଯୁବକ ସଂଘବଦ୍ଧ ଭାବେ ଭଙ୍ଗାରୁଜା କରିଥିବା ଜଣାପଡ଼ିଛି । ହିଂସାକାଣ୍ଡରେ ପ୍ରାୟ ୭ ଲକ୍ଷରୁ ଅଧିକ ଟଙ୍କାର ବିଦେଶୀ ମଦ ନଷ୍ଟ ହେବା ସହ ନଗଦ ୫ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ଲୁଟି ନେଇଥିବା ଜଣାପଡ଼ିଛି । ଖବର ପାଇ ମାର୍ଶାଘାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.