କିମ୍ସ ଡାକ୍ତରଖାନାକୁ ବଡ଼ ସଫଳତା, ଏକାଥରେ ଜନ୍ମ ନେଇଛନ୍ତି ୪ଟି ଶିଶୁପୁତ୍ର

କିମ୍ସ ଡାକ୍ତରଖାନାକୁ ବଡ଼ ସଫଳତା। କିମ୍ସରେ ଏକାଥରେ ଜନ୍ମ ନେଇଛନ୍ତି ୪ଟି ଶିଶୁପୁତ୍ର। ଭଦ୍ରକ ଜିଲ୍ଲା ବାସୁଦେବପୁର ଗାଁର ନିବେଦିତା ଜେନା କିମ୍‌ସରେ ପ୍ରସବ ପାଇଁ ଭର୍ତ୍ତି ହୋଇଥିଲେ। ଆଜି ସେ ୪ଟି ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ପ୍ରସୂତି ଓ ୪ ନବଜାତ ସୁସ୍ଥ ରହିଛନ୍ତି। ଏହା କିମ୍‌ସ ପାଇଁ ଏକ ବିରଳ ସଫଳତା। ପୂର୍ବରୁ କିମ୍‌ସରେ ଜଣେ ମହିଳା ୪ଟି ଶିଶୁକୁ ଜନ୍ମ ଦେଇଥିଲେ ସୁଦ୍ଧା ସେମାନଙ୍କୁ ବଞ୍ଚାଇବା କଷ୍ଟସାଧ୍ୟ ହୋଇପଡ଼ିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.