ଇନ୍ଦ୍ରାବତୀ ଡ୍ୟାମ୍‌କୁ ଡେଇଁ ନବବିବାହିତା ମହିଳାଙ୍କ ଆତ୍ମହତ୍ୟା, ମୃତଦେହ ଉଦ୍ଧାର

ନବରଙ୍ଗପୁର: ଇନ୍ଦ୍ରାବତୀ ଡ୍ୟାମ୍‌କୁ ଡେଇଁ ମହିଳା ମୃତ। ମୃତକ ଜଣକ ନବବିବାହିତା। ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ବେଡାପଦର ଗାଁରେ। ଗତ ୮ ମାସ ତଳେ ସେ ଡୁମୁରିପଦର ଗାଁରେ ବିବାହ କରିଥିଲେ। ଘରୋଇ କଳହରୁ ଯୁବତୀ ଜଣକ ଡ୍ୟାମକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ପୋଲିସ ଓ ଓଡ୍ରାଫ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.