Browsing Tag

woman jumps

ପୁରୀ ସ୍ୱର୍ଗଦ୍ୱାରରେ ଅଭାବନୀୟ ଘଟଣା, ଚିତାକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ପୁରୀ: ପୁରୀ ସ୍ୱର୍ଗଦ୍ୱାରରେ ଅଭାବନୀୟ ଘଟଣା । ଜୁଇକୁ ଡେଇଁ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ । ଗୁରୁତର ଅବସ୍ଥାରେ ତାଙ୍କୁ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ଗୁରୁତର ମହିଳା ହେଉଛନ୍ତି ବେଲେଶ୍ୱର ଅଞ୍ଚଳର ରମା ଦାସ । ଆଜି ପୂର୍ବାହ୍‌ଣରେ ସ୍ୱର୍ଗଦ୍ୱାରରେ ଏକ ଜୁଇ…

ଇନ୍ଦ୍ରାବତୀ ଡ୍ୟାମ୍‌କୁ ଡେଇଁ ନବବିବାହିତା ମହିଳାଙ୍କ ଆତ୍ମହତ୍ୟା, ମୃତଦେହ ଉଦ୍ଧାର

ନବରଙ୍ଗପୁର: ଇନ୍ଦ୍ରାବତୀ ଡ୍ୟାମ୍‌କୁ ଡେଇଁ ମହିଳା ମୃତ। ମୃତକ ଜଣକ ନବବିବାହିତା। ତାଙ୍କ ଘର ନବରଙ୍ଗପୁର ଜିଲ୍ଲା ଖାତିଗୁଡା ଥାନା ବେଡାପଦର ଗାଁରେ। ଗତ ୮ ମାସ ତଳେ ସେ ଡୁମୁରିପଦର ଗାଁରେ ବିବାହ କରିଥିଲେ। ଘରୋଇ କଳହରୁ ଯୁବତୀ ଜଣକ ଡ୍ୟାମକୁ ଡେଇଁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।…