ଯାଆଁଳା ଫାଣ୍ଡି ପରିସରରେ କାର୍‌ରୁ ମହିଳାଙ୍କ କଙ୍କାଳ ଜବତ ଘଟଣା: ବିଭିନ୍ନ ସ୍ଥାନରେ ଲାଗିଲା ସ୍କେଚ୍ ଓ ପୋଷ୍ଟର

ଭୁବନେଶ୍ବର: ମିଳିବ କଙ୍କାଳର ପରିଚୟ। ଯାଆଁଳା ଫାଣ୍ଡି ପରିସରରେ କାର୍‌ରୁ ମହିଳାଙ୍କ କଙ୍କାଳ ଜବତ ଘଟଣାରେ ବିଭିନ୍ନ ସ୍ଥାନରେ ଲାଗିଲା ସ୍କେଚ ଓ ପୋଷ୍ଟର। ପୋଷ୍ଟରରେ ମହିଳାଙ୍କ ବୟସ, ଉଚ୍ଚତା ଓ ଜବତ ସାମଗ୍ରୀର ତଥ୍ୟ ଦିଆଯାଇଛି।

ବରମୁଣ୍ଡା ବସଷ୍ଟାଣ୍ଡ ସମେତ ବିଭିନ୍ନ ଛକ ଓ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ପୋଷ୍ଟ୍ଟର ଲଗାଇଛି କମିଶନରେଟ୍‌ ପୋଲିସ। ପୂର୍ବରୁ ବେଙ୍ଗାଳୁରୁରୁ ଏହି ସ୍କେଚ ଆସିଥିଲା । ମାର୍ଚ୍ଚ ୧୨ତାରିଖରେ ଯାଁଳା ଫାଣ୍ଡି ପରିସରରେ ଥିବା ଏକ ଜବତ କାରକୁ କଙ୍କାଳ ମିଳିବା ପରେ ଆଲୋଡନ ସୃଷ୍ଟି ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.