ରାଜଧାନୀରେ ମହାନତା ଦେଖାଇଲେ ମହିଳା ଟ୍ରାଫିକ ପୋଲିସ୍ , ଦୁର୍ଘଟଣାରେ ଆହତ ମହିଳାଙ୍କୁ ଯୋଗାଇଲେ ପ୍ରାଥମିକ ଚିକିତ୍ସା

ଭୁବନେଶ୍ବର: ରାଜଧାନୀରେ ମହିଳା ଟ୍ରାଫିକ ପୋଲିସଙ୍କ ମହାନତା । ସଡ଼କ ଦୁର୍ଘଟଣାରେ ଆହତ ହୋଇଥିବା ମହିଳାଙ୍କୁ ଚିକିତ୍ସା କଲେ ଟ୍ରାଫିକ କର୍ମଚାରୀ । ରାସ୍ତାକଡ଼ରେ ତାଙ୍କୁ ନିଜେ ଚିକିତ୍ସା କଲେ ମହିଳା ଟ୍ରାଫିକ କର୍ମଚାରୀ । ଆହତ ମହିଳାଙ୍କ ପ୍ରାଥମିକ ଚିକତ୍ସା କଲେ ଟ୍ରାଫିକ କର୍ମଚାରୀ ।

ଦୁର୍ଘଟଣାରେ ଜଣେ ଯୁବତୀଙ୍କ ଗୋଡ଼ରେ ଆଘାତ ଲାଗିଥିଲା । ସଙ୍ଗେ ସଙ୍ଗେ ଜାଭିୟର ଛକରେ ଡ୍ୟୁଟି କରୁଥିବା ମହିଳା ଟ୍ରାଫିକ କର୍ମଚାରୀ ଜଣଙ୍କ ଯୁବତୀଙ୍କୁ ଫୁଟପାଥ୍‌ରେ ବସାଇ ଚିକିତ୍ସା କରିଥିଲେ । ଭୁବନେଶ୍ୱର ଜାଭିୟର ଛକରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.