ପାରିବାରିକ କଳହ, ନିଜ ଦେହରେ କିରାସନି ଢାଳି ନିଆଁ ଲଗାଇଲେ ମହିଳା

ନିଆଳି (କେନ୍ୟୁଜ୍) : ନିଜ ଦେହରେ କିରାସନି ଢାଳି ନିଆଁ ଲଗାଇଲେ ମହିଳା । କଟକ ଜିଲ୍ଲା ନିଆଳିରେ ଏହି ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହକୁ କେନ୍ଦ୍ର କରି ମହିଳା ଜଣକ ନିଜ ଦେହରେ ନିଆଁ ଲଗାଇ ଦେଇଛନ୍ତି । ଗୁରୁତର ମହିଳା ଜଣକ ନିଆଳି ଥାନା ଖରିଗର ଗାଁର କିରଣ ବାଳା ଦାଶ । ମହିଳାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ପୋଲିସ ଘଟଣାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.