୨୯ ତାରିଖରେ ମହିଳା କମିଶନଙ୍କ ନିକଟରେ ହାଜିର ହେବା ପାଇଁ ସାଂସଦ ଅନୁଭବ ମହାନ୍ତିଙ୍କୁ ନୋଟିସ୍

କେନ୍ୟୁଜ୍(ବ୍ୟୁରୋ):  ସାଂସଦ ଅନୁଭବ ମହାନ୍ତିଙ୍କୁ ରାଜ୍ୟ ମହିଳା କମିଶନଙ୍କ ନୋଟିସ । ଅନୁଭବ ଓ ତାଙ୍କ ବାପା, ମା’ଙ୍କୁ ହାଜର ହେବାକୁ ନୋଟିସ କରାଯାଇଛି । ଆସନ୍ତା ୨୯ ତାରିଖରେ ହାଜର ହେବାକୁ ନିର୍ଦ୍ଦେଶ ରହିଛି ।

ଏନେଇ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ସୂଚନା ଦେଇଛନ୍ତି । ଏହାପୂର୍ବରୁ ପାରିବାରିକ ବିବାଦ ନେଇ ମହିଳା କମିସନଙ୍କ ଦ୍ୱାରସ୍ଥ ହୋଇଥିଲେ ବର୍ଷା ପ୍ରିୟଦର୍ଶନୀ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.