ବିବାହର ପ୍ରତିଶ୍ରୁତି ଦେଇ ପ୍ରେମିକାକୁ ଦିଲ୍ଲୀରେ ବିକ୍ରି କରିଦେଲା ବୟଫ୍ରେଣ୍ଡ! ସମାଜସେବୀ ସଙ୍ଗଠନ ଦ୍ୱାରା ଉଦ୍ଧାର ହେଲେ ଯୁବତୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲାରେ ପୁଣି ଯୁବତୀ ବିକ୍ରୀ ଅଭିଯୋଗ । ବିବାହ ପ୍ରତିଶ୍ରୁତି ଦେଇ ଦିଲ୍ଲୀରେ ବିକ୍ରି କରିଦେଲେ ବୟଫ୍ରେଣ୍ଡ । ଏନେଇ ୫ତାରିଖରେ ଚାନ୍ଦିପୋଷ ଥାନାରେ ଏତଲା ହୋଇଥିଲା । ସମାଜସେବୀ ସଙ୍ଗଠନ ଦ୍ୱାରା ଦିଲ୍ଲୀରୁ ଉଦ୍ଧାର । ବୟଫ୍ରେଣ୍ଡ ଏବଂ ଦଲାଲ ଫେରାର ଅଛନ୍ତି । ଆଜି ମାଜିଷ୍ଟ୍ରେଟ୍‌ଙ୍କ ସମ୍ମୁଖରେ ଯୁବତୀଙ୍କ ବୟାନ ରେକର୍ଡ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.