ବେଆଇନ ମଦ କାରବାର ବନ୍ଦ ଦାବିରେ ଟାଙ୍ଗି ହାଟ ପଡ଼ିଆରେ ଏକାଠି ହେଲେ ଶତାଧିକ ମହିଳା

ଟାଙ୍ଗି(କେନ୍ଯୁଜ୍) : ବେଆଇନ ମଦ କାରବାର ବିରୋଧରେ ତାତିଲେ ମହିଳା । ମଦ କାରବାର ବନ୍ଦ ଦାବିରେ ଟାଙ୍ଗି ହାଟ ପଡ଼ିଆରେ ଏକାଠି ହେଲେ ଶତାଧିକ ମହିଳା । ପାଖାପାଖି ଏକ ଘଣ୍ଟା ଧରି ଅବକାରୀ ନିରୀକ୍ଷକଙ୍କ କାର୍ଯ୍ଯାଳୟ ଘେରାଉ କରାଯାଇଥିଲା । ଏହା ପରେ ନିରୀକ୍ଷକଙ୍କ ବଦଳି ଦାବିରେ ଦାବିପତ୍ର ଦିଆଯାଇଛି । ଏହା ସହ ଟାଙ୍ଗୀରେ ଏକ ସଚେତନତା ଶୋଭାଯାତ୍ରା କରାଯାଇଛି । ପ୍ରଶାସନ ଏ ଦିଗରେ କୌଣସି ପଦକ୍ଷେପ ନନେଲେ ଅଗାମା ଦିନରେ ଜାତୀୟ ରାଜପଥ ଅପରୋଧ କରାଯିବ ବୋଲି ଚେତାବନୀ ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.