ଖୁଦୁରୁକୁଣୀ ଓଷା ପାଳନ ବେଳେ ଅଘଟଣ: ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଆଖିବୁଜିଲେ ଯୁବତୀ

ବିଦ୍ୟୁତ ଆଘାତରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ସିଡିଏ ହଇରାଣପୁର ବସ୍ତିରେ ଘଟିଛି ଏହି ଅଘଟଣ। ମୃତ ଯୁବତୀଙ୍କ ହେଲେ ହଇରାଣ ପୂର୍ ବସ୍ତିର ୨୩ ବର୍ଷୀୟ କଣ୍ଢେଇ ଦାସ।

କଟକ(କେନ୍ୟୁଜ୍): ଖୁଦୁରୁକୁଣୀ ଓଷା ପାଳନ ବେଳେ ଅଘଟଣ। ବିଦ୍ୟୁତ ଆଘାତରେ ଯୁବତୀଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ। ସିଡିଏ ହଇରାଣପୁର ବସ୍ତିରେ ଘଟିଛି ଏହି ଅଘଟଣ। ମୃତ ଯୁବତୀଙ୍କ ହେଲେ ହଇରାଣ ପୂର୍ ବସ୍ତିର ୨୩ ବର୍ଷୀୟ କଣ୍ଢେଇ ଦାସ।

ଖୁଦୁରୁକୁଣୀ ପୂଜା ପାଇଁ ପଡିଶା ଘର ଛାତ ଉପରକୁ ଯାଇଥିବା ବେଳେ ପାଖରେ ଯାଇଥିବା ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସିଵାରୁ ଘଟିଥିଲା ଅଘଟଣ। ଯୁବତୀ ଜଣଙ୍କୁ ପ୍ରଥମେ ଗୁରୁତର ଅବସ୍ଥାରେ ଘରୋଇ ମେଡ଼ିକାଲ୍ ନିଆଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାସ୍ଥଳରେ ମର୍କତ ନଗର ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.