Below header

ଭୁବନେଶ୍ବର: ଜୟଦେବ ବାଟିକା ନିକଟ ଏକ ଘରେ ଜଣେ ଯୁବକଙ୍କ ଆତ୍ମହତ୍ୟା

କେନ୍ୟୁଜ୍(ବ୍ୟୁରୋ): ଥାନା ଅନ୍ତର୍ଗତ ଜୟଦେବ ବାଟିକା ନିକଟ ଏକ ଘରେ ଜଣେ ଯୁବକଙ୍କ ଆତ୍ମହତ୍ୟା । ପୋଲିସ ସୂଚନା ଅନୁସାରେ ସୁମନ୍ତ କୁମାର ମଲ୍ଲିକ ନାମକ ଜଣେ ଯୁବକ ଦଶପଲ୍ଲା କାନପାଡୁ ଗାଁରରୁ ଆସି ଭୁବନେଶ୍ୱର ରହି କାମ କରୁଥିଲେ।

ଘଟଣା ଦିନ ପାଖରେ କେହି ନ ଥିବା ବେଳେ ସୁମନ୍ତ ବେକରେ ଗାମୁଛା ଲଗାଇ ଗୋଟିଏ ଖୋଲା ଘରେ ଥିବା ବହ୍ଲାରେ ଝୁଲି ପଡିଥିଲା। ଆଜି ଭରତପୁର ପୋଲିସ୍ ଘଟଣା ସ୍ଥଳରୁ ମୃତଦେହ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲକୁ ନେଇ ଶବ ବ୍ୟବଚ୍ଛେଦ କରାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.