ସମୁଦ୍ରରେ ଭାସିଯାଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଲାଇଫ୍ଗାର୍ଡ
ପୁରୀ(କେନ୍ୟୁଜ): ସମୁଦ୍ରରେ ଭାସିଯାଇ ଯୁବକ ନିଖୋଜ । ପୁରୀ ବଙ୍ଗଲକ୍ଷ୍ମୀ ହୋଟେଲ ସମ୍ମୁଖରେ ଗାଧୋଉଥିବାବେଳେ ଭାସିଗଲେ ଯୁବକ । ଉଦ୍ଧାର କାର୍ଯ୍ୟରେ ଲାଗିଛନ୍ତି ଲାଇଫ୍ଗାର୍ଡ । ନିଖୋଜ ଯୁବକ ପଶ୍ଚିମବଙ୍ଗର ଉଜ୍ୱଳ ଦାଶ । ସେ ପୁରୀ ବୁଲିବାକୁ ଆସି ସମୁଦ୍ରରେ ଗାଧୋଉଥିବାବେଳେ ଭାସିଯାଇଛନ୍ତି।