Below header

ବେଶି ଚାଲାକିର ଖେଳ ଖତମ୍, ନକଲି ଚେକ୍‌ ଦେଇ ବ୍ୟାଙ୍କରୁ ୨ କୋଟି ୮୭ ଲକ୍ଷ ହଡପ୍‌ ଘଟଣାରେ ଯୁବକ ଗିରଫ

ରାଉରକେଲା(କେନ୍ୟୁଜ୍):  ରାଉରକେଲରେ ବଡ ଧରଣର ଠକେଇ । ନକଲି ଚେକ୍‌ ଦେଇ ବ୍ୟାଙ୍କରୁ ୨ କୋଟି ୮୭ ଲକ୍ଷ ହଡପ୍‌ ଘଟଣାରେ ଯୁବକଙ୍କୁ ଗିରଫ କଲା EOW । ଗିରଫ ଅଭିଯୁକ୍ତ ଜଣକ ବ୍ୟାଙ୍କର ଜଣେ ଗ୍ରାହକ ହୋଇଥିବା ସୂଚନା ମିଳିଛି। ରାଉରକେଲା ବ୍ୟାଙ୍କ ଅଫ ଇଣ୍ଡିଆର ଚିଫ୍ ମ୍ୟାନେଜରଙ୍କ ଅଭିଯୋଗ କ୍ରମେ ଯୁବକ ଜଣକୁ ଭୁବନେଶ୍ବରରୁ ଗିରଫ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.