କ୍ରେଡିଟ୍ କାର୍ଡ ଜରିଆରେ ଠକେଇ, ୩୩ ଲକ୍ଷ ଟଙ୍କା ଚୂନ ଲଗାଇ ଅଭିଯୁକ୍ତ ଗିରଫ

କ୍ରେଡିଟ୍ କାର୍ଡ ଜରିଆରେ ଠକେଇ ଅଭିଯୋଗରେ ବନ୍ଧାହେଲେ କମ୍ପ୍ୟୁଟର ଇଞ୍ଜିନିୟର । ସାଙ୍ଗମାନଙ୍କ ଠାରୁ ୩୩ ଲକ୍ଷ ଟଙ୍କା ଚୂନ ଲଗାଇଥିବା ଠକକୁ ଗିରଫ କରିଛି ନୟାପଲ୍ଲୀ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ଯାଜପୁର ବ୍ୟାସନଗର ଅଞ୍ଚଳର ଦୁଷ୍ମନ୍ତ ରାଉତ ।

ଦୁଷ୍ମନ୍ତଙ୍କ ନାଁରେ ଆସିଥିବା ଅଭିଯୋଗ ଆହୁରି ଲମ୍ବିବ ବୋଲି ପୋଲିସ ସନ୍ଦେହ କରୁଛି । କଟକରେ ମଧ୍ୟ ଏକାଧିକ ଲୋକଙ୍କୁ ଠକେଇ କରିଥିବା ନେଇ ବିଭିନ୍ନ ଥାନାରେ ଅଭିଯୋଗ ହୋଇଛି । ସାଙ୍ଗମାନଙ୍କ ଠାରୁ ଟଙ୍କା ନେଇ ଇନ୍ଭେଷ୍ଟ କରି ଅଧିକ ଲାଭ ଦେବ କହି ଠକିଥିଲା ଦୁଷ୍ମନ୍ତ । କଟକ ଓ ଭୁବନେଶ୍ୱରରୁ ଠକେଇ କରି ବର୍ଷେ ହେଲା ଫେରାର ଥିଲା।

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.