ଗ୍ରାହକଙ୍କୁ ଠକିବା ସ୍ୱିଗୀକୁ ପଡିଲା ମହଙ୍ଗା : ୮୨ ଟଙ୍କାର ଚିକେନ୍ ଦେଇ ଏବେ ତଣ୍ଡ ଗଣିବେ ୨୦ ହଜାର ଟଙ୍କା
କଟକ (କେନ୍ୟୁଜ): ଅନଲାଇନରେ ଚିକେନ୍ କବାବ ଠକେଇ କରି ସ୍ୱିଗୀ ଦଣ୍ଡିତ। ଏକ ମାସ ମଧ୍ୟରେ ଅଭିଯୋଗ କରିଥିବା ଖାଉଟିଙ୍କୁ ୨୦ ହଜାର ଟଙ୍କା କ୍ଷତିପୂରଣ ଦେବା ପାଇଁ ଖାଉଟି କମିଶନ ନିର୍ଦ୍ଦେଶ ଦେବା ସହିତ ୧୦ ହଜାର ୫ ଟଙ୍କା ମକଦ୍ଦମା ଖର୍ଚ୍ଚ ପ୍ରଦାନ କରିବାକୁ ସ୍ୱିଗୀକୁ ନିର୍ଦ୍ଦେଶ ଦିଆଯାଇଛି।…