ବିଦ୍ୟୁତ୍‌ ଆଘାତରେ ଯୁବକର ମୃତ୍ୟୁ

ଗଜପତି ଜିଲ୍ଲା ସଦରମହକୁମା ପାରଳାଖେମୁଣ୍ଡି ଠାରେ ବିଦ୍ୟୁତ ଆଘାତରେ ଜଣେ ୨୨ ବର୍ଷୀୟ ଯୁବକର ମୃତ୍ୟୁ ଘଟିଛି । ଯୁବକ ଜଣକ ହେଉଛନ୍ତି ସ୍ଥାନୀୟ ସେରୀ ବାଗତି ସାହିର ପଟନୁରୁ ଶ୍ରୀନୁ । ମୃତ ଯୁବକ ଜଣକ ଦୋଳବନ୍ଧ ରାସ୍ତାରେ ଶ୍ରୀୟା ଲଜ୍ ସାମନାରେ ଥିବା ବି.ଆର.ଟ୍ରେଡର୍ସରେ କାମ କରୁଥିବା ବେଳେ ବିଦ୍ୟୁତ ସଂସ୍ପର୍ଶରେ ଆସିବାରୁ ମୃତ୍ୟୁ ଘଟିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.