Below header
Browsing Tag

10 years jail term to rape minior

ନାବାଳିକା ଯୌନ ଶୋଷଣ ଅଭିଯୋଗରେ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ

ଭଦ୍ରକ : ନାବାଳିକା ଯୌନ ଶୋଷଣ ଅଭିଯୋଗରେ ଅଭିଯୁକ୍ତକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଓ ୨୫ ହଜାର ଟଙ୍କା ଜୋରିମାନା । ଭଦ୍ରକ ଜିଲ୍ଲା ନାୟକାଣି ଡ଼ିହି ଥାନା ତମ୍ବାଖଣ୍ଡି ଗ୍ରାମର  ଜଗା ଓରଫ ରାତିକାନ୍ତ ନାୟକ (୩୩)କୁ ଦଣ୍ଡାଦେଶ କରିଛନ୍ତି କୋର୍ଟ । ଜୋରିମାନା ଅନାଦେୟ ଅଧିକ ୬ ମାସ ଜେଲ…

ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର : 2017 ମସିହା କୋଟପାଡ଼ ନାବାଳିକା ଅପହରଣ ଓ ଦୁଷ୍କର୍ମ ମାମଲାରେ ଦୋଷୀ ଅବ୍ରହାମ ହରିଜନକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଇଛନ୍ତି ଜୟପୁର ଫାଷ୍ଟଟ୍ରାକ ସ୍ପେସାଲ କୋର୍ଟ l ଜୋରିମାନା ଅନାଦେୟ 9 ମାସ ଅଧିକ କାରାଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛି କୋର୍ଟ l ଘଟଣାରେ 13 ଜଣ ସାକ୍ଷୀ ଓ…

ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଓ ଫଟୋ ଭାଇରାଲ ଘଟଣାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲ୍‌

କଟକ : ଜନୈକା ଦଶମ ଶ୍ରେଣୀର ନାବାଳିକା ଛାତ୍ରୀକୁ ଦୁଷ୍କର୍ମ ଓ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ ଭାଇରାଲ ଘଟଣାରେ ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ନିର୍ଦ୍ଦେଶ ଦେଇଛନ୍ତି କଟକ ସ୍ୱତନ୍ତ୍ର ଆଡ଼ହକ ପୋକସୋ କୋର୍ଟ। ଏହି କୋର୍ଟରେ ଦୁଷ୍କର୍ମକାରୀ ସୁଶୀଲ ମହାନ୍ତି ଦୋଷୀ ସାବ୍ୟସ୍ତ…

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୨୦ ହଜାର ଟଙ୍କା ଜରିମାନା

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ। କାରାଦଣ୍ଡାଦେଶ ସହିତ ୨୦ ହଜାର ଟଙ୍କା ଜରିମାନା। ଜରିମାନା ଅନାଦେୟ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ। ରାୟ ଦେଲେ କଟକ ଆଡ଼ହକ ପୋକସୋ କୋର୍ଟ। ଅଭିଯୁକ୍ତ ଗୁଡୁ ସାହୁ ଦୋଷୀ ସାବ୍ୟସ୍ତ। ୨୦୧୭ ମସିହାରେ ଚାଉଳିଆଗଞ୍ଜ ଥାନା ଅଞ୍ଚଳରେ…