Browsing Tag

1026 crore value drugs seized from gujurat

ଗୁଜରାଟ ଡ୍ରଗ୍ସ ଫ୍ୟାକ୍ଟୋରୀ ଉପରେ ଚଢ଼ାଉ, ୧୦୨୬ କୋଟି ଟଙ୍କାର ଡ୍ରଗ୍ସ ଜବତ, ୭ ଗିରଫ

ମୁମ୍ବାଇ : ମୁମ୍ବାଇ ଆଣ୍ଟି ନାରକୋଟି ସେଲ (ଏଏନ୍‌ସି) ଗୁଜରାଟର ଏକ ଫ୍ୟାକ୍ଟୋରୀ ଉପରେ ଚଢ଼ଉ କରି ପ୍ରାୟ ୧୦୨୬ କୋଟିର ଡ୍ରଗ୍ସ ଜବତ କରିଛନ୍ତି । ଏଥିରେ ସଂପୃକ୍ତ ୭ ଜଣଙ୍କୁ ଗିରଫ କରାଯାଇଛି । ଏକ ଗୁଇନ୍ଦା ସୂଚନା ଅନୁଯାୟୀ ଏଏନସିର ଅଧିକାରୀମାନେ ଗୁଜୁରାଟ ଭରୁଚ ଜିଲ୍ଳାର ଅଙ୍କଲେଶ୍ୱର…