Browsing Tag

10th class student

ମାଲକାନଗିରିରେ ଦଶମ ଶ୍ରେଣୀ ଛାତ୍ରୀ ମା ହେବା ଘଟଣା, ତଦନ୍ତ ପାଇଁ ସ୍କୁଲରେ ପହଞ୍ଚିଲେ ଆରଡିସି

ମାଲକାନଗିରି: ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାର ଆରଡିସି ତଦନ୍ତ । ତଦନ୍ତ ପାଇଁ ଆବାସିକ ବିଦ୍ୟାଳୟରେ ପହଞ୍ଚିଲେ ଆରଡିସି । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ଥିତ ଆବାସିକ ବିଦ୍ୟାଳୟର ଦଶମ ଶ୍ରେଣୀ ଛାତ୍ରୀ ମାଆ ହେବା ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତକୁ ଗିରଫ କରିଛି ପୋଲିସ୍ ।…

କ୍ରିକେଟ ଖେଳୁଥିବା ବେଳେ ଶୋଷ ଲାଗିବାରୁ ଥଣ୍ଡା ପାଣି ପିଇଦେଲା ପିଲା, ମୁଣ୍ଡ ବୁଲାଇ ତଳେ ପଡିବାରୁ ହେଲା ମୃତ୍ୟୁ

କ୍ରିକେଟ ଖେଳିବା ବେଳେ ଥଣ୍ଡା ପାଣି ପିଇବା ହେଲା କାଳ । ୧୦ମ ଶ୍ରେଣୀ ଛାତ୍ର ଜଣକ କ୍ରିକେଟ ଖେଳିବା ବେଳେ ଶୋଷ ଲାଗିବା ଯୋଗୁଁ ଥଣ୍ଡା ପାଣି ପିଇବା ଯୋଗୁଁ ତଳେ ପଡିଯାଇଥିଲା ପିଲା । ତୁରନ୍ତ ପିଲାକୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । ଡାକ୍ତର ସେଠାରୁ ତାଙ୍କୁ ମୃତ ଘୋଷଣା କରିଥିଲେ ।…

ଶିକ୍ଷକଙ୍କ କାଠ ଫାଳିଆ ମାଡ଼ରେ ଛାତ୍ର ଲହୁଲୁହାଣ, ଶିକ୍ଷକ ନାଁରେ ଥାନାରେ ଏତଲା

ଆଳି : ଶିକ୍ଷକଙ୍କ କାଠ ଫାଳିଆ ମାଡ଼ରେ ଛାତ୍ର ଲହୁଲୁହାଣ । କେନ୍ଦ୍ରାପଡା ଆଳି ଥାନା ଚନ୍ଦନନଗର ହାଇସ୍କୁଲ ଶିକ୍ଷକ ଗୋପବନ୍ଧୁ ବେହେରାଙ୍କ ନାଁରେ ଆସିଛି ଏଭିଳି ଅଭିଯୋଗ । ଦଶମ ଶ୍ରେଣୀ ଛାତ୍ରଙ୍କୁ ନିଶାସକ୍ତ ଅବସ୍ଥାରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଛାତ୍ରଙ୍କ ହାତରେ ଗଭୀର ଆଘାତ…

୧୦ମ ପାସ୍‌ କରିଥିବା ଯୁବପିଢିଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ, MDL ରେ କରନ୍ତୁ ଆବେଦନ

ଦଶମ ପାସ୍‌ କରି ଆଇଟିଆଇ ଡିପ୍ଲୋମା କରିଥିବା ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ମଜାଗନ ଡକରେ ଭର୍ତ୍ତି ପାଇଁ ଆବେଦନ କରିପାରିବେ । ଏଠାରେ ଆବେଦନ କରିବା ପାଇଁ ଶେଷ ତାରିଖ ୨୧ ଅଗଷ୍ଟ ୨୦୨୩ ରହିଛି । ଶେଷ ତାରିଖ ପୂର୍ବରୁ ଆବେଦନ ଫର୍ମ ପୂରଣ କରନ୍ତୁ । ତେବେ ଆବେଦନ କରିବା ପାଇଁ ଇଚ୍ଛୁକ…

ITBP ରେ ଭର୍ତ୍ତି ହେବାର ସୁଯୋଗ, ମାସକୁ ଦରମା ୬୯ ହଜାର ଟଙ୍କା

ଆପଣ ୧୦ମ ପାସ୍‌ କରିଥିଲେ ମିଳିବ ସରକାରୀ ଚାକିରି । ଇଣ୍ଡୋ ତିବ୍ଦତ ସୀମା ପୋଲିସ ବଳରେ ନିଯୁକ୍ତି ହେବାର ସୁବର୍ଣ୍ଣ ସୁଯୋଗ । ଯେଉଁମାନେ ଆଇଟିବିପିରେ ସାମିଲ ହେବାକୁ ଚାହୁଁଛନ୍ତି ଅନଲାଇନ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ itbpolice.nic.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।…

BIS ରେ ଭର୍ତ୍ତି ହେବାର ସୁବର୍ଣ୍ଣ ସୁଯୋଗ, ୧୦ମ ପାସ୍‌ କରିଥିଲେ କରନ୍ତୁ ଆବେଦନ

ଭାରତୀୟ ମାନକ ବ୍ୟୁରୋରେ ଚାକିରି କରିବାକୁ ଚାହୁଁଥିଲେ ଆପଣଙ୍କ ପାଇଁ ଖୁସି ଖବର । BIS ରେ ଯୁବପିଢିଙ୍କ ପାଇଁ ଭର୍ତ୍ତି ପ୍ରକ୍ରିୟା ଆରମ୍ଭ ହୋଇଛି । ଏହି ପଦବୀ ପାଇଁ ଅଫିସିଆଲ େଓ୍ଵବସାଇଟ୍‌ bis.gov.in କୁ ଯାଇ ଆବେଦନ କରିପାରିବେ । ଏଠାରେ ଆବେଦନ କରିବାର ଶେଷ ତାରିଖ ଅଗଷ୍ଟ ୪ ରହିଛି ।…

ଏଣିକି ଦଶମ ପିଲା ପଢ଼ିବେ କୋଭିଡ୍ ପାଠ, ସୂଚନା ଦେଲେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ

ଭୁବନେଶ୍ୱର (କେନ୍ୟୁଜ): ଦଶମ ଶ୍ରେଣୀ ଛାତ୍ରଛାତ୍ରୀମାନେ ଏବର୍ଷ କୋଭିଡ୍‌ ମହାମାରୀ ଏବଂ ଏହାର ପରିଚାଳନା ସମ୍ପର୍କିତ ପାଠ ପଢ଼ିବେ। ୨୦୨୨-୨୩ ଶିକ୍ଷାବର୍ଷରୁ ଏହି ପାଠ୍ୟକ୍ରମ ଆରମ୍ଭ କରାଯିବା ନେଇ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି । ଦଶମ ଶ୍ରେଣୀର ଜୀବ…