ITBP ରେ ଭର୍ତ୍ତି ହେବାର ସୁଯୋଗ, ମାସକୁ ଦରମା ୬୯ ହଜାର ଟଙ୍କା

ଇଣ୍ଡୋ ତିବ୍ଦତ ସୀମା ପୋଲିସ ବଳରେ ନିଯୁକ୍ତି ସୁଯୋଗ । ୧୦ ମ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ । ଆବେଦନ କରିବାର ଶେଷ ତାରିଖ ୨୬ ଜୁଲାଇ ୨୦୨୩ ରହିଛି ।

ଆପଣ ୧୦ମ ପାସ୍‌ କରିଥିଲେ ମିଳିବ ସରକାରୀ ଚାକିରି । ଇଣ୍ଡୋ ତିବ୍ଦତ ସୀମା ପୋଲିସ ବଳରେ ନିଯୁକ୍ତି ହେବାର ସୁବର୍ଣ୍ଣ ସୁଯୋଗ । ଯେଉଁମାନେ ଆଇଟିବିପିରେ ସାମିଲ ହେବାକୁ ଚାହୁଁଛନ୍ତି ଅନଲାଇନ ଆବେଦନ କରିପାରିବେ । ଇଚ୍ଛୁକ ପ୍ରାର୍ଥୀ itbpolice.nic.in କୁ ଯାଇ ଅନଲାଇନ ଆବେଦନ କରିପାରିବେ ।

ପଦବୀ ବିବରଣୀ : ୪୫୮

ଜରୁରୀ ତାରିଖ : ଆବେଦନ କରିବାର ଶେଷ ତାରିଖ ୨୬ ଜୁଲାଇ ୨୦୨୩ ରହିଛି ।

ଶିକ୍ଷାଗତ ଯୋଗ୍ୟତା : ଇଚ୍ଛୁକ ପ୍ରାର୍ଥୀ ୧୦ମ ପାସ୍‌ କରିଥିବା ଜରୁରୀ । ଏହାସହିତ ଡ୍ରାଇଭିଂ ଲାଇସେନ୍ସ ଥିବା ଜରୁରୀ ।

ବୟସ ସୀମା: ଇଚ୍ଛୁକ ପ୍ରାର୍ଥୀଙ୍କ ବୟସ ୨୧ ବର୍ଷରୁ ୨୭ ବର୍ଷ ମଧ୍ୟରେ ହୋଇଥିବା ଜରୁରୀ ।

ଦରମା ; ପ୍ରାର୍ଥୀଙ୍କୁ ମାସିକ ୨୧,୭୦୦ରୁ ୬୯,୧୦୦ ଟଙ୍କା ପର୍ଯ୍ୟନ୍ତ ଦରମା ମିଳିବ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ ;

https://img.freejobalert.com/uploads/2023/06/Short-Notification-ITBP-Constable-Driver-Posts.pdf

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.