ଧରାଲି ପରେ ଏବେ ଭଟବାଡିରେ ଧସିଲା ରାସ୍ତା, ଅଧା ରାସ୍ତାରେ ଫସିଲା ରେସକ୍ୟୁ ଟିମ୍, ଅଟକିଛି ଆମ୍ବୁଲାନ୍ସ
ଉତ୍ତରାଖଣ୍ଡ : ଉତ୍ତରକାଶୀ ଧରାଲିରେ ବାଦଲଫଟା ବର୍ଷା ପରେ ଉତ୍ତରକାଶୀରୁ ରିଷିକେଶ ପର୍ଯ୍ୟନ୍ତ ବିଭିନ୍ନ ସ୍ଥାନରେ ଭୂସ୍ଖଳନ ହୋଇଛି । ଧରାଲିରେ ଉଦ୍ଧାର କାର୍ଯ୍ୟ ପାଇଁ ରସେକ୍ୟୁ ଟିମ୍ ପହଞ୍ଚୁଛି । କିନ୍ତୁ ଉତ୍ତରକାଶୀ ଠାରୁ ୨୦ କିମି ପୂର୍ବରୁ ନାଲୁ ପାଣି ନିକଟରେ ପାହାଡ଼ ଖସି ରାସ୍ତାରେ…