Below header
Browsing Tag

ITBP

ଯବାନଙ୍କ ଜୀବନସାଥି ଖୋଜିଦେବ ଆଇଟିବିପି, ଆରମ୍ଭ କଲା Marriage portal

ଭାରତ-ତିବ୍ଦତ ସୀମା ପୋଲିସ ( ଆଇଟିବିପି) ପକ୍ଷରୁ ନିଜର ଅବିବାହିତ,ବିରାଙ୍ଗନା ଏବଂ ନିଜ ଜୀବନସାଥିଙ୍କ ଠାରୁ ଅଲଗା ହୋଇସାରିଥିବା ଯବାନମାନଙ୍କ ପାଇଁ ଯୋଗ୍ୟ ଜୀବନସାଥି ଖୋଜିବା ପାଇଁ ଆରମ୍ଭ ହୋଇଛି Marriage portal । କୌଣସି ଅର୍ଦ୍ଧସୈନିକ ବଳରେ ଏପରି ପଦକ୍ଷେପ ପ୍ରଥମ ଥର ପାଇଁ ନିଆଯାଇଛି।…

ପାହାଡରୁ ଖସୁଥିଲା ପଥର, ହେଲେ ଅମରନାଥ ଯାତ୍ରୀଙ୍କ ପାଇଁ ଢାଲ ପରି ଛିଡା ହୋଇଗଲେ ଯବାନ

୧ ଜୁଲାଇରୁ ଆରମ୍ଭ ହୋଇ ସାରିଛି ଅମରନାଥ ଯାତ୍ରା । ୪୫ ଦିନ ଯାଏ ଚାଲୁଥିବା ଏହି ଯାତ୍ରାରେ ଶ୍ରଦ୍ଧାଳୁଙ୍କ ସୁରକ୍ଷା ପାଇଁ ଦିନ ରାତି ଲାଗିଛନ୍ତି ଆଇଟିବିପି ଯବାନ୍ । ୧୫ ଅଗଷ୍ଟରେ ଶେଷ ହେବ ଏହି ଅମରନାଥ ଯାତ୍ରା । ତେବେ ଏହି ଯାତ୍ରୀଙ୍କ ପାଇଁ ସୁରକ୍ଷା ପାଇଁ ଯବାନ୍ ମାନେ କଣ କରିପାରନ୍ତି…