Browsing Tag

4 dead

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ ୨ ଗୁରୁତର

ବରଗଡ଼: ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୪ ମୃତ ୨ ଗୁରୁତର । ମେହେନା ଛକରେ ବାଇକ୍ ଓ ବୋଲେରୋ ଗାଡ଼ି ମଧ୍ୟ ଧକ୍କା । ଘଟଣା ସ୍ଥଳରେ ୪ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ହୋଇଛନ୍ତି । ବରଗଡ଼ ଜିଲ୍ଲା ଗୋଡଭଗା - ମହୁଲପାଲି ରାସ୍ତାର ମେହେନା ଛକ ଠାରେ ଦୁର୍ଘଟଣା ଘଟିଛି । ୨ଟି ମୋଟର…

ଇଟାଲୀରେ ଭୟଙ୍କର ସଡ଼କ ଦୁର୍ଘଟଣା: ଟ୍ରକ ସହ କାର ଧକ୍କା, ୪ ଭାରତୀୟଙ୍କ ମୃତ୍ୟୁ

ଇଟାଲୀ: ଇଟାଲୀର ମାଟେରାରେ ଏକ ସଡ଼କ ଦୁର୍ଘଟଣାରେ ଚାରି ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ହୋଇଛି । ରୋମରେ ଥିବା ଭାରତୀୟ ଦୂତାବାସ ସୋମବାର ଏହି ଘଟଣା ବିଷୟରେ ସୂଚନା ଦେଇଛି । ସୂଚନା ଦେଇ ଇଟାଲୀୟ ସମାଚାର ଏଜେନ୍ସି ANSA ରିପୋର୍ଟ କରିଛି ଯେ ଆଗ୍ରି ଭ୍ୟାଲିର ମାଟେରାର ସ୍କାନଜାନୋ ଜୋନିକୋ…

ମସ୍କୋରେ ବିମାନ ଦୁର୍ଘଟଣା, ୪ମୃତ

ମସ୍କୋ : ପୁଣି ଗତକାଲି ଅର୍ଥାତ୍ ଶନିବାର ଆଉ ଏକ ବିମାନ ଦୁର୍ଘଟଣାର ଖବର ସାମ୍ନାକୁ ଆସିଛି । ରୁଷର ରାଜଧାନୀ ମସ୍କୋରେ ଦୁର୍ଘଟଣା ଘଟିଛି । Yak-18T ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ସେହି ଦୁର୍ଘଟଣାରେ ୪ଜଣ ଯାତ୍ରୀଙ୍କର ମୃତ୍ୟୁ ଘଟିଥିବା ଜଣାପଡିଛି । ନିୟନ୍ତ୍ରଣ ହରାଇ ତଳେ ଖସି ପ୍ଲେନ୍…

ପାଇଖାନା ଟାଙ୍କିରେ ପୁଣି ଗଲା ୪ ଜୀବନ, ଫଲ୍ସ ଖସି ପଡ଼ିବାରୁ ମୃତ୍ୟୁ

ନବରଙ୍ଗପୁର : ପାଇଖାନା ଟାଙ୍କିରେ ପୁଣି ଗଲା ୪ ଜୀବନ ।  ଏଥର ଶ୍ବାସରୁଦ୍ଧ ହୋଇ ନୁହେଁ, ଫଲ୍ସ ଖସି ପଡ଼ିବାରୁ ମୃତ୍ୟୁ ଘଟିଛି । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ପଡାଲଗୁଡା ଗାଁରେ ଅଘଟଣ। ଜଣେ ବ୍ୟକ୍ତିଙ୍କ ନିର୍ମାଣାଧୀନ ପାଇଖାନାରେ କାମ କରୁଥିବା ବେଳେ ଫଲ୍ସ ଖସିପଡ଼ିବାରୁ…

ଖେଳୁଥିବାବେଳେ କାର୍ ଭିତରେ ଚାଲିଗଲା ଜୀବନ, ୪ ନିଷ୍ପାପ ପିଲା ମୃତ

ଖେଳୁଥିବା ସମୟରେ ଚାଲିଗଲା ୪ ନିଷ୍ପାପ ପିଲାଙ୍କ ଜୀବନ । ଏପରି ଅଘଟଣ ଆନ୍ଧ୍ରପ୍ରଦେଶରୁ ଦେଖିବାକୁ ମିଳିଛି । କାରରେ ଅଣନିଶ୍ବାସ ହୋଇ ସେମାନଙ୍କର ପ୍ରାଣ ଚାଲିଯାଇଛି । ଯାହାଫଳରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି । ଏମଏସଏମଇ ମନ୍ତ୍ରୀ ଏପରି ଅଘଟଣ ପାଇଁ ଦୁଃଖ ପ୍ରକାଶ କରିଛନ୍ତି ।…

ମହାରାଷ୍ଟ୍ର ୱାର୍ଦ୍ଧାରେ ଟ୍ୟାଙ୍କର ସହିତ କାର ଧକ୍କା, ଘଟଣାସ୍ଥଳରେ ହିଁ ସ୍ୱାମୀ ସ୍ତ୍ରୀ ଏବଂ ଦୁଇ ପିଲାଙ୍କର ମୃତ୍ୟୁ

ମହାରାଷ୍ଟ୍ରର ୱାର୍ଦ୍ଧାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଦୁର୍ଘଟଣାରେ ଟ୍ୟାଙ୍କର ସହିତ ଏକ କାର ଧକ୍କା ହେବାର ଏକ ମାମଲା ସାମ୍ନାକୁ ଆସିଛି । ଏହି ସଡ଼କ ଦୁର୍ଘଟଣାରେ ଗୋଟିଏ ପରିବାରର ଚାରି ଜଣ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ଘଟଣା ପରେ ପରିବାର ସଦସ୍ୟଙ୍କ ମଧ୍ୟରେ ଉତ୍ତେଜନା ପ୍ରକାଶ ପାଇଛି ।…

ଲକ୍ଷ୍ନୌରେ ଭୟଙ୍କର ସଡକ ଦୁର୍ଘଟଣା, ୪ ମୃତ ୭ ଆହତ

ଲକ୍ଷ୍ନୌ : ଲକ୍ଷ୍ନୌ ଘଟିଛି ଭୟଙ୍କର ସଡ଼କ ଦୁର୍ଘଟଣା । ଏହି ଘଟଣାରେ ୪ ଜଣଙ୍କ ଜୀବନ ଚାଲିଯିବା ସହ ୭ ଜଣ ଆହତ ହୋଇଛନ୍ତି । ଗତକାଲି ବିଳମ୍ବିତ ରାତ୍ରିରେ କିଶାନ ପାଥ ମାଟି ଗାଁ ନିକଟରେ ଏହି ଘଟଣା ଘଟିଥିଲା । ଇନୋଭା ଓ ମାରୁତି ଭ୍ୟାନ ମଧ୍ୟରେ ଧକ୍କା ହେବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।…

ତାମିଲନାଡୁ ପଲକ୍କଡରେ ମାଡ଼ିଗଲା ଟ୍ରେନ, ୪ ଜଣ ସଫେଇ କର୍ମଚାରୀଙ୍କ ଚାଲିଗଲା ଜୀବନ

ତାମିଲନାଡୁର ପଲକ୍କଡ ଠାରେ  ସଫେଇ କର୍ମଚାରୀଙ୍କୁ ଧକ୍କା ଦେଲା ଟ୍ରେନ ।  ଯାହା ଫଳରେ ସଫେଇ କର୍ମଚାରୀଙ୍କର ମୃତ୍ୟୁ  ହୋଇଛି । ରେଳବାଇ ପୁଲିସର ଖବର ଅନୁସାରେ ଏହି ୪ ଜଣ ସଫେଇ କର୍ମଚାରୀ ଟ୍ରାକ ଉପରେ ଅଳିଆ ଉଠାଉଥିଲେ । ସେମାନଙ୍କ ମଧ୍ୟରେ ଦୁଇ ମହିଳା କର୍ମଚାରୀ ଥିଲେ ।   ଅଳିଆ ଉଠାଉ ଥିବା…

ରାଉରକେଲାରେ ବ୍ୟାପିଲା ଝାଡାବାନ୍ତି, ଚିକିତ୍ସାଧୀନ ଅବସ୍ଥାରେ ୪ ମୃତ

ରାଉରକେଲା (କେନ୍ୟୁଜ): ରାଉରକେଲାରେ ବ୍ୟାପିଲା ଝାଡାବାନ୍ତି। ମୃତ୍ୟୁ ସଂଖ୍ୟା ଚାରିକୁ ବୃଦ୍ଧି ପାଇଥିବା ବେଳେ ୧୦୦ରୁ ଅଧିକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପରିସ୍ଥିତି ଉପରେ ନଜର ରଖାଯାଇଥିବା ମେଡିକାଲ…

ଗଣେଶ ପୂଜାରେ ଅଘଟଣ: ମେଢ଼ ନିକଟରେ ଚାଲିଥିଲା ମହାଭାରତ, ବିଦ୍ୟୁତ ସର୍ଟସର୍କିଟରୁ ଗୋଟିଏ ପରିବାରର ୪ ମୃତ

ବ୍ରହ୍ମପୁର (କେନ୍ୟୁଜ): ଗଣେଶ ପୂଜାରେ ଅଘଟଣ । ଗଞ୍ଜାମ ଜ଼ିଲ୍ଲା ପାତ୍ରପୁର ବ୍ଲକ ନୂଆପେଣ୍ଠରେ ଘର ଉପରେ ବିଦ୍ୟୁତ ତାର ଛିଣ୍ଡି ପଡିବା ଫଳରେ ଗୋଟିଏ ପରିବାରର ଚାରି ଜଣ ଆହତ ହୋଇଛନ୍ତି । ଗାଁ ରେ ଗଣେଶ ପୂଜା ଅବସରରେ ସାହିରେ ମହାଭାରତ ଲାଗିଥିବା ବେଳେ ଷ୍ଟେଇଜ ଉପର ଦେଇ ତାର ଯାଇଥିଲା ।…