ରାଉରକେଲାରେ ବ୍ୟାପିଲା ଝାଡାବାନ୍ତି, ଚିକିତ୍ସାଧୀନ ଅବସ୍ଥାରେ ୪ ମୃତ

ରାଉରକେଲାରେ ବ୍ୟାପିଲା ଝାଡାବାନ୍ତି। ମୃତ୍ୟୁ ସଂଖ୍ୟା ଚାରିକୁ ବୃଦ୍ଧି ପାଇଥିବା ବେଳେ ୧୦୦ରୁ ଅଧିକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପରିସ୍ଥିତି ଉପରେ ନଜର ରଖାଯାଇଥିବା ମେଡିକାଲ ସପୁରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

ରାଉରକେଲା (କେନ୍ୟୁଜ): ରାଉରକେଲାରେ ବ୍ୟାପିଲା ଝାଡାବାନ୍ତି। ମୃତ୍ୟୁ ସଂଖ୍ୟା ଚାରିକୁ ବୃଦ୍ଧି ପାଇଥିବା ବେଳେ ୧୦୦ରୁ ଅଧିକ ସରକାରୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ୨ ଜଣଙ୍କ ମୃତ୍ୟୁ ହୋଇଥିଲା। ପରିସ୍ଥିତି ଉପରେ ନଜର ରଖାଯାଇଥିବା ମେଡିକାଲ ସପୁରିଟେଣ୍ଡେଣ୍ଟ ସୂଚନା ଦେଇଛନ୍ତି ।

ଖବର ଅନୁଯାୟୀ, ରାଉରକେଲା ଉଦିତ୍‌ଗର ସହ ତରକେରା ଅଞ୍ଚଳରେ ଝାଡାବାନ୍ତି ବ୍ୟାପିଥିଲା । ଏଥିରେ ୧୦୦ରୁ ଅଧିକ ଆକ୍ରାନ୍ତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ସେମାନଙ୍କ ଚିକିତ୍ସା ଜାରି ରହିଥିବା ବେଳେ ୪ ଜଣଙ୍କ ମୃତ୍ୟୁ ହୋଇଛି । ଏବେବି ଅନେକ ଆକ୍ରାନ୍ତଙ୍କ ଚିକିତ୍ସା ଚାଲିଛି । ସେପଟେ ଝାଡ଼ାବାନ୍ତିର କାରଣ ଖୋଜୁଛି ସ୍ୱାସ୍ଥ୍ୟ ବିଭାଗ । ତେବେ ଝାଡାବାନ୍ତି ବ୍ୟାପୀଥିବା ଅଞ୍ଚଳରେ ଡାକ୍ତରୀ ଟିମ୍‌ କି ମହାନଗର ନିଗମର କୌଣସି ଅଧିକାରୀ ପହଞ୍ଚିନାହାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.