ଆଜି ରାଜ୍ୟରେ ଖୋଲିବ ସ୍କୁଲ୍, ଟ୍ୱିନ୍ସିଟି ସମେତ ୨ ଜିଲ୍ଲାରେ ସ୍କୁଲ୍ ଛୁଟି
ଭୁବନେଶ୍ୱର : ସରିଲା ଖରାଛୁଟି । ଆଜି ରାଜ୍ୟରେ ଖୋଲିବ ସ୍କୁଲ୍ । ପୂର୍ବାହ୍ନ ୧୦ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଚାଲିବ ସ୍କୁଲ୍ । ଝାଡ଼ାବାନ୍ତି ବ୍ୟାପୁଥିବାରୁ ସତର୍କତା ଅବଲମ୍ବନ କରାଯାଇଛି । କ୍ୟାମ୍ପସ୍ରେ ସ୍ବଚ୍ଛତା ବଜାୟ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଝାଡ଼ାବାନ୍ତି ଯୋଗୁଁ…