ଡକାୟତି ଯୋଜନା ପଣ୍ଡ, ୫ ଜଣ ଡକାୟତଙ୍କୁ ଧରିଲା ପୋଲିସ
ଭୁବନେଶ୍ବର : ଡକାୟତି ଯୋଜନା ପଣ୍ଡ। ଭୁବନେଶ୍ବର ଇନଫୋସିଟି ପୋଲିସ ହାତରେ ହାର୍ଡକୋର ଡକାୟତି ଗ୍ୟାଙ୍ଗ। ଡକାୟତି ଯୋଜନା ଚାଲିଥିବା ବେଳେ ୫ ଜଣଙ୍କୁ ଧରିଲା ପୋଲିସ । ମଦ ଦୋକାନରୁ ଡକାୟତି ଯୋଜନା କରୁଥିବା ବେଳେ ପଟିଆ ଖେଳପଡ଼ିଆ ନିକଟରୁ ଧରିଲା ପୋଲିସ । ମୁଖ୍ୟ ଅଭିଯୁକ୍ତ ଏସ୍.କେ.ଇସ୍ଲାମ…