Browsing Tag

a mysterious girl

କି ନିଦରେ ବାବା! ୧୧ ବର୍ଷରେ ଶୋଇଥିଲେ, ଏବେ ଉଠିଲା ବେଳକୁ ବୟସ ହେଲାଣି ୨୧

ସାଧାରଣତଃ ଲୋକମାନଙ୍କୁ ନିଦ ସହିତ ଜଡିତ ଅନେକ ରୋଗ ହୋଇଥାଏ । କିଏ କିଏ ନିଦରେ ଚାଲନ୍ତି ତ କିଏ କିଏ ଜୋର ଜୋରସେ ଘୁଙ୍ଗୁଡ଼ି ମାରନ୍ତି । ଏକ ସୁସ୍ଥ ନିଦରୁ ହିଁ ଆମ ମସ୍ତିସ୍କକୁ ଶକ୍ତି ମିଳିଥାଏ । ଯେବେ ଆମେ ଶୋଇ କରି ଉଠିଥାଉ ତେବେ ଆମ ମସ୍ତିସ୍କକୁ ନୂଆ ନୂଆ ଚିନ୍ତାଧାରା, ନୂଆ ଉର୍ଜା ଆଦି…