Browsing Tag

aak flower

ମୁଣ୍ଡବିନ୍ଧା, କାନ ଯନ୍ତ୍ରଣାରୁ ଉପଶମ ଦିଏ ଅରଖ ଫୁଲ! ଚର୍ମ କୁଞ୍ଚନକୁ ମଧ୍ୟ କରିଥାଏ ଭଲ; ଜାଣନ୍ତୁ ଫାଇଦା

ଆପଣଙ୍କ ଘର ଆଖପାଖରେ ଅରଖ ଗଛ ନିଶ୍ଚୟ ଦେଖିଥିବେ। ଏହି ଗଛ ଆପେ ଉଠିଥାଏ। ଏହାର ଫୁଲ ଔଷଧୀୟ ଗୁଣରେ ଭରପୂର ହୋଇଥାଏ। ଭଗବାନ ଶିବଙ୍କର ଅତି ପ୍ରିୟ ଏହି ଫୁଲ ଅନେକ ଶାରୀରିକ ସମସ୍ୟାରୁ ମଧ୍ୟ ଛୁଟକାରା ଦେଇଥାଏ। ଅରଖ ଗଛର ମୂଳରେ ମଣ୍ଡାରଏଲ୍‌ବନ ଏବଂ ଫ୍ୟୁଏବିଲ ନାମକ ରସାୟନ ମିଳିଥାଏ। ଆଜି ଆମେ…