ଆସାମରେ ଜଳ ପ୍ରଳୟ, ମୃତ୍ୟୁସଂଖ୍ୟା ୧୧କୁ ବୃଦ୍ଧି ପାଖାପାଖି ୬ଲକ୍ଷ ଲୋକ ପ୍ରଭାବିତ
ଆସାମ : ଆସାମରେ ଭୟଙ୍କର ପରିସ୍ଥିତି ସୃଷ୍ଟି ହୋଇଛି । ଭୂସ୍ଖଳନ ପାଇଁ ମୃତ୍ୟୁହାର ବଢି ୧୧ ରେ ପହଞ୍ଚିଛି । ରାଜ୍ୟରେ ବନ୍ୟାସ୍ଥିତି ପାଇଁ ୬ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ସେପେଟେ ଭୂସ୍ଖଳନରେ ୫ଜଣଙ୍କର ପ୍ରାଣହାନୀ ଘଟିଛି ଯାହା ଆସାମ ରାଜ୍ୟ ବିପର୍ଯ୍ୟୟ ପରିଚଳନା କର୍ତ୍ତୁପକ୍ଷ(ASDMA)…