Browsing Tag

accident in berhampur

୩ କଲେଜ ଛାତ୍ରୀଙ୍କୁ ପଛରୁ ପିଟିଲା ଦ୍ରୁତଗାମୀ କାର୍‌, ସିସିଟିଭିରେ କଏଦ ହେଲା ଲୋମଟାଙ୍କୁରା ଦୃଶ୍ୟ

ବ୍ରହ୍ମପୁର(କେନ୍ୟୁଜ୍):ମର୍ମନ୍ତୁଦ ଦୁର୍ଘଟଣାର ସିସିଟିଭି ଫୁଟେଜ । ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ବ୍ଳକ ପାଗଳାବାବା ଛକରେ ଭୟାନକ ଦୁର୍ଘଟଣାର ସିସିଟିଭି ଫୁଟେଜ ଆସିଛି । ୩ଜଣ ଛାତ୍ରୀ ସାଇକେଲ ଧରି ଆସୁଥିଲେ । ଅଚାନକ ଏକ କାର୍‌ ନିୟନ୍ତ୍ରଣ ହରାଇ ୩ଜଣଙ୍କୁ ଧକ୍କା ଦେଇଥିଲା । ଏବେ ୩…