Below header
Browsing Tag

accident

ଯାଜପୁର ଦଳେଇସାହିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ଦୁଇ ବାଇକ ମୁହାଁ ମୁହିଁ ଧକ୍କା, ଜଣେ ମୃତ ଓ ଜଣେ ଗୁରୁତର

ଯାଜପୁର ଟାଉନ(କେନ୍ୟୁଜ): ଯାଜପୁର ମଙ୍ଗଳପୁର ଥାନା ବଉଳଙ୍ଗ ଛକ ନିକଟସ୍ଥ ଦଳେଇ ସାହିରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଦୁଇ ବାଇକ ମୁହାଁ ମୁହିଁ ଧକ୍କା ଜଣେ ମୃତ, ଜଣେ ଗୁରୁତର। ଗୁରୁତରଙ୍କୁ ସଙ୍କଟାପନ୍ନ ଅବସ୍ଥାରେ କଟକ ସ୍ଥାନାନ୍ତର କରାଯାଇଛି। ମୃତକ ଜଣଙ୍କ ହେଉଛନ୍ତି ଛଞ୍ଚିଣା ଗ୍ରାମର…

ରୋପ୍‌ ୱେ ଦୁର୍ଘଟଣା: ୪୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ଉଦ୍ଧାର କାର୍ଯ୍ୟ ଶେଷ, ବଞ୍ଚିଗଲା ୪୭ ଲୋକଙ୍କ ଜୀବନ

ଝାରଖଣ୍ଡର ଦେଓଘର ତ୍ରିକୁଟ ପାହାଡ ଉପରେ ହୋଇଥିବା ରୋପ୍‌ ୱେ ଦୁର୍ଘଟଣାର ଉଦ୍ଧାର କାର୍ଯ୍ୟ ଶେଷ ହୋଇଛି। ଦୀର୍ଘ ୪୬ ଘଣ୍ଟାର ଅକ୍ଲାନ୍ତ ପରିଶ୍ରମ ପରେ ୪୭ ଜଣ ଲୋକଙ୍କ ଜୀବନ ରକ୍ଷା କରାଯାଇଛି। ଅଧିକ ଉଚ୍ଚ ଏବଂ ଦୁର୍ଗମ ଅଞ୍ଚଳ ଯୋଗୁଁ ଉଦ୍ଧା କାର୍ଯ୍ୟରେ ଅନେକ ଅସୁବିଧା ସାମ୍ନା କରିବାକୁ…

ଗୋଡ଼ରେ ଛନ୍ଦି ହୋଇଗଲା ପାରାଶୁଟ୍‌; ୧୩ ହଜାର ଫୁଟ୍‌ ଉଚ୍ଚରୁ ଖସି ପଡ଼ିଲେ ମହିଳା! ଆଉ ତା’ ପରେ ଯାହା ହେଲା…

ଜଣେ ମହିଳା ସାଢ଼େ ୧୩ ହଜାର ଫୁଟ ଉଚ୍ଚରୁ ପଡ଼ି ବି ମୃତ୍ୟୁକୁ ମାତ୍‌ ଦେଇଛନ୍ତି। ଏତେ ଉଚ୍ଚରୁ ପଡ଼ିବା ପରେ ମଧ୍ୟ ସେ ଅଦ୍ଭୁତଜନକ ଭାବେ ବର୍ତ୍ତି ଯାଇଛନ୍ତି। ୩୫ ବର୍ଷୀୟା ଏହି ମହିଳାଙ୍କ ନାଁ ଜୋର୍ଡାନ ହାଟମାକେର। ଜୋର୍ଡାନ ଭର୍ଜିନିଆର ବାସିନ୍ଦା, ଯିଏକି ଜଣେ ସ୍କାଇଡାଇଭର। ଖବର ମୁତାବକ, ମାସ…

ଦେଓଘର ରୋପ୍‌ ୱେ ଦୁର୍ଘଟଣା: ୨ ମୃତ, ୨୦୦୦ ଫୁଟ ଉପରେ ଝୁଲିଛନ୍ତି ୫୦ରୁ ଅଧିକ ଯାତ୍ରୀ

ଝାରଖଣ୍ଡ ଦେଓଘର ନିକଟରେ ଥିବା ତ୍ରିକୁଟ ପାହାଡ ଶିଖରରେ ଥିବା ରୋପ୍‌ ୱେରେ ବଡ ଦୁର୍ଘଟଣା ଘଟିଛି। ଫଳରେ ୨ ମହିଳା ଯାତ୍ରୀ ମୃତ୍ୟୁବରଣ କରିଥିବ ବେଳେ ୫୦ରୁ ଅଧିକ ଯାତ୍ରୀ ଫସି ରହିଛନ୍ତି। ୨୦୦୦ ଫୁଟ ଉପରେ ଝୁଲି ରହିଥିବା ପର୍ଯ୍ୟଟକଙ୍କ ମଧ୍ୟରୁ ଟ୍ରଲିରୁ ୧୧ ଜଣକୁ ଉଦ୍ଧାର କରିଯାଇଛି।…

ବ୍ରହ୍ମପୁର: ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ବସ ସହ ଟ୍ରକ ମୁହାଁ ମୁହିଁ ଧକ୍କା, ଜଣେ ଗୁରୁତର ଓ ୭ ଆହତ 

ବ୍ରହ୍ମପୁର (କେନ୍ୟୁଜ୍): ଗଞ୍ଜାମ ଜିଲ୍ଲା ତାରାତାରିଣୀ ମନ୍ଦିରର ପାହାଡ଼ ରାସ୍ତାରେ ଦୁର୍ଘଟଣା । ଯାତ୍ରୀବାହୀ ବସ ସହ ଏକ ଟ୍ରକ ମୁହାଁ ମୁହିଁ ଧକ୍କା । ଏଥିରେ ଟ୍ରକ ଡ୍ରାଇଭର ଗୁରୁତର ଆହାତ ହୋଇଥିବା ବେଳେ ବସରେ ଥିବା ୭ ଜଣ ଯାତ୍ରୀ ଆହତ ହୋଇଛନ୍ତି । ଆଜି ପୋଲସରା ଅଞ୍ଚଳର କିଛି ବ୍ୟକ୍ତି…

ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌, ଆରୋହୀ ମୃତ

ବୌଦ୍ଧ(କେନ୍ୟୁଜ୍):ଭାରସାମ୍ୟ ହରାଇ ଗଛରେ ପିଟିହେଲା ବାଇକ୍‌ । ବାଇକ ଆରୋହୀ ମୃତ । ମୃତକ ପୁରଣାକଟକ ଥାନା ଅଡେଣିଗଡ ଗାଁର ଅଙ୍ଗଦ କହଁର । ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥ ମାଧପୁର ବନଦୂର୍ଗା ମନ୍ଦିର ନିକଟରେ ଦୁର୍ଘଟଣା । ଘଟଣାର ତଦନ୍ତ କରୁଛି ପୁରୁଣାକଟକ ପୋଲିସ୍‌ ।

ପଳାଶୁଣୀରେ ସିରିଜ ଦୁର୍ଘଟଣା ଘଟାଇଥିବା ଡ୍ରାଇଭର ଗିରଫ, କହିଲା ଓଭର ଲୋଡିଂରୁ ଭାରସାମ୍ୟ ହରାଇଥିଲା ଗାଡ଼ି

ଭୁବନେଶ୍ୱର(କେନ୍ୟୁଜ୍): ଭୁବନେଶ୍ୱର ପଳାଶୁଣୀରେ ସିରିଜ ଦୁର୍ଘଟଣା ମାମଲାରେ ହାଇୱା ଡ୍ରାଇଭର ସୌଭାଗ୍ୟ ରଂଜନ ପାତ୍ର ଗିରଫ । ଆଜି ସକାଳେ ତାକୁ ଖୋର୍ଦ୍ଧା ବେଗୁନିଆରୁ ଗିରଫ କରାଯାଇଛି । ଘଟଣାଦିନ ଅସାବଧାନତା, ବେପରୁଆ ଗାଡ଼ି ଚାଳନା ଯୋଗୁ ସିରିଜ ଦୁର୍ଘଟଣା ଘଟିଥିଲା । ହାଇୱାରେ ୬ ଟନରୁ…

ଗାଙ୍ଗପୁର ଥାନା ଇନ୍ଦନପୁର ଛକରେ ମର୍ମନ୍ତୁଦ ସଡକ ଦୁର୍ଘଟଣା : ପରିବାରର ୪ ମୃତ

ଭଞ୍ଜନଗର(କେନ୍ୟୁଜ୍): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୪ ମୃତ। ଗୋଟିଏ ପରିବାରର ୪ ଜଣଙ୍କ ଜୀବନ ଯାଇଛି । ବାପା, ଦୁଇ ଝିଅ ଘଟଣାସ୍ଥଳରେ ପ୍ରାଣ ହରାଇଥିବା ବେଳେ ଡାକ୍ତରଖାନାରେ ନାତିର ମୃତ୍ୟୁ ହୋଇଛି। ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁରରେ ବାଇକ ସହ ଭ୍ୟାନର ମୁହାଁମୁହିଁ ଧକ୍କା…

JCB ବକେଟ ବାଜି ବାଇକ ଆରୋହୀ ମୃତ; ଦୁର୍ଘଟଣା ପରେ ଜେସିବି ମେସିନ୍ ଜାଳିଦେଲେ ଉତ୍ତ୍ୟକ୍ତ ଲୋକ

ନବରଙ୍ଗପୁର (କେନ୍ୟୁଜ): ମୃତ୍ୟୁ ଏମିତି ମଧ୍ୟ ଆସେ । କିଏ ଜାଣିଥିଲା ଯେ ଘରକୁ ଫେରିବା ବାଟରେ ଜଗିଛି ଯମ । ନବରଙ୍ଗପୁର ଜିଲ୍ଲା କୋଷାଗୁମୁଡା ବ୍ଲକ ରେ ଘଟିଛି ଏମିତି ଏକ ଅଘଟଣ। ସୂଚନା ଅନୁସାରେ ବି. ଏମ. ସେମଳା ଗ୍ରାମ ର ଦେବେନ୍ଦ୍ର ମାଳି ନାମକ ଜଣେ ବ୍ୟକ୍ତି କୋଷାଗୁମୁଡା ଠାରୁ ନିଜ…

ବାଇକ ସହ ଭ୍ୟାନ୍ ମୁହାଁମୁହିଁ ଧକ୍କା: ପରିବାରର ୩ଜଣଙ୍କ ମୃତ୍ଯୁ, ଆଖିବୁଜିଲେ ବାପା ଓ ଦୁଇ ଝିଅ

ଭଞ୍ଜନଗର(କେନ୍ୟୁଜ୍): ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୩ ମୃତ। ଗୋଟିଏ ପରିବାରର ୩ ଜଣଙ୍କ ଜୀବନ ଯାଇଛି । ବାପା, ଦୁଇ ଝିଅ ଆଖିବୁଜିଛନ୍ତି । ଦୁର୍ଘଟଣାରେ ନାତି ଗୁରୁତର ରହିଛି । ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା ଇନ୍ଧନପୁରରେ ବାଇକ ସହ ଭ୍ୟାନର ମୁହାଁମୁହିଁ ଧକ୍କା ହୋଇଛି। ବାଇକରେ…

ବୁଲେଟ୍‌ କିଣି ଖୁସିରେ ସଜାଇଲେ, ପୂଜା କରାଇବା ପାଇଁ ଯାଇଥିଲେ ମନ୍ଦିର…ହେଲେ ହଠାତ୍‌ ଢୋ କରି ଫାଟିଲା ନୂଆ Royal…

ଇଲେକ୍ଟ୍ରିକ୍‌ ସ୍କୁଟରରେ ନିଅାଁ ଲାଗିବା ଘଟଣା ଅନେକ ଥର ସାମ୍ନାକୁ ଆସିଛି। କିନ୍ତୁ ଆଜି ଆମେ ଯେଉଁ ଘଟଣା ବିଷୟରେ କହିବୁ, ତାହା ଆପଣଙ୍କୁ ଡରାଇ ଦେବ। ରାସ୍ତାରେ ଇ-ସ୍କୁଟର ଯେତିକି ଦେଖାଯାଏ ନାହିଁ, ସେତିକି ବଡ଼ ସଂଖ୍ୟାରେ ଦେଖିବାକୁ ମିଳିଥାଏ ରୟାଲ ଏନ୍‌ଫିଲ୍ଡ। ହେଲେ ଶୁଣି ଆଶ୍ଚର୍ଯ୍ୟ…

ଭୁବନେଶ୍ୱର ପଳାଶୁଣି ଛକରେ ଛାତିଥରା ଦୁର୍ଘଟଣା: ୪ଟି ଗାଡିକୁ ଧକ୍କା ଦେଲା ହାଇଓ୍ଵା, କାର୍ ଚାଳକ ମୃତ

ଭୁବନେଶ୍ୱର(କେନ୍ଯୁଜ୍): ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭୁବନେଶ୍ୱର ପଳାଶୁଣି ଛକରେ ଦୁର୍ଘଟଣା ଘଟିଛି । ୪ଟି ଗାଡିକୁ ଧକ୍କା ଦେଲା ହାଇଓ୍ଵା ଟ୍ରକ୍‌ । ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ ହୋଇଛି । ୩ଟି କାର ଓ ଗୋଟିଏ ବାଇକକୁ ଚାପି ଦେଲା ହାଇଓ୍ଵା ଟ୍ରକ୍‌ । ଘଟଣାସ୍ଥଳରେ ମଞ୍ଚେଶ୍ୱର…