ରାତିରେ ଏକାଠି ବୁଲୁଛନ୍ତି ଆଦିତ୍ୟ ଓ ଅନନ୍ୟା, ଭିଡିଓ ହେଉଛି ଭାଇରାଲ
ବଲିଉଡ ଷ୍ଟାର ଆଦିତ୍ୟ ରୟ ଏବଂ ଅନନ୍ୟା ପାଣ୍ଡେଙ୍କ ଲଭ୍ ଲାଇଫ୍ ବିଷୟରେ ଫ୍ୟାନ୍ସ ଜାଣିବାକୁ ସବୁ ବେଳେ ଉତ୍ସାହିତ ଥାନ୍ତି । ପୂର୍ବରୁ ମଧ୍ୟ ଦୁଇ ଜଣଙ୍କ ବିଷୟରେ ସୋସିଆଲ ମିଡିଆରେ ଅନେକ ଚର୍ଚ୍ଚା ଚାଲିଛି । କିନ୍ତୁ ‘କଫି ଓ୍ଵିଥ୍ କରନ’ ସିଜନ ୮ ରେ ଦୁଇ ଜଣ ଆସିବା ପରେ, ତାଙ୍କ ଲଭ୍…