Browsing Tag

agnipath scheme

ଅଗ୍ନିବୀରଙ୍କ ପାଇଁ ବଡ ଘୋଷଣା କଲେ ମହିନ୍ଦ୍ରା ଗ୍ରୁପର ଅଧ୍ୟକ୍ଷ ଆନନ୍ଦ ମହିନ୍ଦ୍ରା, ଜାଣନ୍ତୁ କ’ଣ

ସମଗ୍ର ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ତୀବ୍ର ବିରୋଧ ଚାଲୁଛି। ବିଭିନ୍ନ ସ୍ଥାନରେ ଧାରଣା, ଟ୍ରେନପୋଡି ଖବର ମଧ୍ୟ ଦେଖିବାକୁ ମିଳିଛି। ଅଗ୍ନିପଥ ଯୋଜନା ଘୋଷଣା ପରେ ଦିଲ୍ଲୀ, ଉତ୍ତରପ୍ରଦେଶ, ବିହାର, ହରିୟାଣା, ତେଲେଙ୍ଗାନା, ଓଡିଶା, ପଶ୍ଚିବଙ୍ଗ, ମଧ୍ୟପ୍ରଦେଶ, ପଞ୍ଜାବ, ହରିୟାଣା, ଏବଂ ଆସାମ…

ନୂଆ ମିଲିଟାରୀ ନିଯୁକ୍ତି ପ୍ରକ୍ରିୟା ନେଇ ସ୍ପଷ୍ଟୀକରଣ: ହିଂସାରେ ସାମିଲ ଥିଲେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ନାହିଁ

କେନ୍ୟୁଜ୍(ବ୍ୟୁରୋ):  ହିଂସାରେ ସାମିଲ ଥିଲେ ଅଗ୍ନିପଥ ଯୋଜନାରେ ନିଯୁକ୍ତି ନାହିଁ। ନୂଆ ମିଲିଟାରୀ ନିଯୁକ୍ତି ପ୍ରକ୍ରିୟା ନେଇ ସ୍ପଷ୍ଟ କରିଛନ୍ତି କେନ୍ଦ୍ର ସରକାର। ଅଗ୍ନିପଥ ଯୋଜନା ପାଇଁ ସଂଗଠିତ ହିଂସାରେ ସାମିଲ ନଥିବା ନେଇ ପ୍ରାର୍ଥୀଙ୍କୁ ଲିଖିତ ଭାବେ ଜଣାଇବାକୁ ପଡ଼ିବ। ପୋଲିସ ଯାଞ୍ଚ…

ଅଗ୍ନିପଥ ସ୍କିମ୍‌ : ଭ୍ରମାତ୍ମକ ଖବର ପ୍ରସାରଣକୁ ନେଇ ବଡ କାର୍ଯ୍ୟାନୁଷ୍ଠାନ, ୩୫ ହ୍ଵାଟ୍ସଆପ ଗ୍ରୁପ୍‌ ବ୍ୟାନ୍‌, ୧୦…

ନୂଆଦିଲ୍ଲୀ : ଅଗ୍ନିପଥ ଯୋଜନାକୁ ନେଇ ଦେଶର କେତେକ ରାଜ୍ୟରେ ଯୁବକମାନେ ବିରୋଧ ପ୍ରଦର୍ଶନ କରୁଛନ୍ତି । ଏହାକୁ ନେଇ ଆଜି ୩ ସେନାଙ୍କ ତରଫରୁ ସାମ୍ବାଦିକ ସମ୍ମିଳନୀ କରି ସମସ୍ତ ଆଶଙ୍କା ଦୂର କରାଯାଇଛି । ଏହା ପରେ ବି ସୋସିଆଲ ମିଡିଆରେ ଫେକ୍‌ ନ୍ୟୁଜ୍‌ ପ୍ରସାରଣ ଜାରି ରହିଛି । ଯାହାକୁ ନେଇ…