Air India ଦେଉଛି ଶସ୍ତା ବିମାନ ଯାତ୍ରାର ମଉକା, ମାତ୍ର ଏତିକି ଟଙ୍କାରେ ବୁକ୍ ହୋଇଯିବ ଟିକେଟ୍
ଯଦି ଆପଣ ମଧ୍ୟ ବିମାନ ଯାତ୍ରା କରିବାକୁ ପ୍ଲାନ୍ କରୁଛନ୍ତି, ତେବେ ଆପଣଙ୍କ ପାଇଁ ଏକ ଭଲ ଖବର ଆସିଛି। ସ୍ପାଇସ୍ଜେଟ୍ ପରେ ଏବେ ଟାଟା ଗ୍ରୁପ୍ର ଏୟାରଲାଇନ୍ ‘ଏୟାର ଇଣ୍ଡିଆ’ ଯାତ୍ରୀମାନଙ୍କ ପାଇଁ ଏକ ଖାସ୍ ଅଫର୍ ନେଇ ଆସିଛି, ଯେଉଁଥିରେ ଆପଣ ଶସ୍ତାରେ ଟିକେଟ୍ ବୁକିଂ କରାଇ ପାରିବେ।…