Browsing Tag

anandapura

୪ ଫୁଟିଆ ନାଗ ସହ ଘରୁ ବାହାରିଲା ୩୦ ସାପ ଅଣ୍ଡା, ଉଦ୍ଧାର କଲା ବନବିଭାଗ

ଆନନ୍ଦପୁର (କେନ୍ୟୁଜ): ବନବିଭାଗ କର୍ମଚାରୀଙ୍କ ଦ୍ଵାରା ୪ଫୁଟିଆ ନାଗ ସାପ ସହିତ ୩୦ରୁ ଉର୍ଦ୍ଧ୍ବ ଅଣ୍ଡା ଉଦ୍ଧାର। ଆନନ୍ଦପୁର ଉପଖଣ୍ଡ ହାବଳେଶ୍ୱର ପଞ୍ଚାୟତ ଧାଇପୋଖରୀ ଗାଁର ଚିନ୍ତାମଣି ବେହେରାଙ୍କ ଘରେ କିଛି ଦିନ ତଳେ ଏକ ନାଗ ସାପ ବୁଲୁଥିବାର ଦେଖିବାକୁ ମିଳିଥିଲା। ଯାହାକୁ ନେଇ ପରିବାର…

ରାସ୍ତାରେ ଝିଅକୁ କମେଣ୍ଟ ମାରିଲେ, ଅଭିଯୋଗ ପରେ ବାପାକୁ ଭୁଜାଲିରେ ଆକ୍ରମଣ କଲେ ଯୁବକ

ଆନନ୍ଦପୁର (କେନ୍ୟୁଜ): ରାସ୍ତାରେ ଅଟକାଇ ଝିଅକୁ କରୁଥିଲେ ହଇରାଣ। ଥାନାରେ ଅଭିଯୋଗ କରିବାରୁ ବାପାକୁ ଭୁଜାଲିରେ ଆକ୍ରମଣ । ନିଜ ଝିଅକୁ ବାଟରେ ଅଟକାଇ କମେଣ୍ଟ ମାରିବା ସହ ଅଶ୍ଳିଳ ଇଙ୍ଗିତ କରୁଥିବା ଯୁବକ ବିରୋଧରେ ବାପା ଥାନାରେ ଅଭିଯୋଗ କରିବାରୁ ଅଭିଯୁକ୍ତ ଯୁବକଙ୍କ ଭୁଜାଲି ଆକ୍ରମଣର…

ବାବାଙ୍କ ଇଚ୍ଛାକୁ ପୂରଣ କରୁଛନ୍ତି ସତ୍ୟ ସାଇ ସେବା ସଙ୍ଗଠନର ସଦସ୍ୟ, ଘରେ ଘରେ ପହଞ୍ଚାଉଛନ୍ତି ପାଦୂକା

ଶ୍ରୀ ସତ୍ୟ ସାଇ ବାବା। ୨୩ ନଭେମ୍ବର ୧୯୨୬ରେ ଆନ୍ଧ୍ରପ୍ରଦେଶର ପୁଟ୍ଟପର୍ତ୍ତିରେ ଜନ୍ମ ଗ୍ରହଣ କରିଥିଲେ। ସାରା ବିଶ୍ୱରେ ଅଛନ୍ତି ବାବାଙ୍କର ଅନେକ ଭକ୍ତ। ବାବା ସତ୍ୟସାଇ ୨୪ ଏପ୍ରିଲ ୨୦୧୧ରେ ଦେହତ୍ୟାଗ କରିଥିଲେ । ଇହ ଲୀଳା ଛାଡ଼ିବା ପରେ ମଧ୍ୟ ତାଙ୍କ ଅନୁପସ୍ଥିତିରେ ଘରେ ଘରେ ପହଞ୍ଚିଛି ସତ୍ୟ…

ଏବେ ବି ବଞ୍ଚିଛି ଅନ୍ଧ ବିଶ୍ୱାସ, ଚୋରି ମୋବାଇଲ୍କୁ ଖୋଜିବାକୁ ଗାଁରେ ବୁଲୁଛି ବେଞ୍ଚ୍‌

ଆନନ୍ଦପୁର (କେନ୍ୟୁଜ): ଦିନକୁ ଦିନ ବଢିଚାଲିଛି ମୋବାଇଲ୍‌ ଚୋରଙ୍କ ପାଦୁର୍ଭାବ। ଖୁଲମ୍‌ ଖୁଲା ଅପରାଧ ଘଟାଉଛନ୍ତି ଦୁର୍ବୃତ୍ତ । ଚୋରି ଡକାୟତି ଯେମିତି ସହର ଠାରୁ ଆରମ୍ଭ କରି ଗାଁ ଗହଳି ପାଇଁ ନିତିଦିନିଆ କଥା ହେଲାଣି। ପ୍ରତିଟି ସମୟରେ ନାମୀଦାମୀ ବାଇକ୍‌ ହେଉ ବା ମୋବାଇଲକୁ ଦୁର୍ବୃତ୍ତ…